ETV Bharat / state

ବାଲେଶ୍ୱର ଶିଳ୍ପାଞ୍ଚଳରୁ ୩ ଗାଡି ଲୁଟେରା ଗିରଫ, 4 ପିକଅପ ଭ୍ୟାନ ଜବତ - ବାଲେଶ୍ଵରରେ ୩ ଗାଡି ଲୁଟେରା ଗିରଫ

ବାଲେଶ୍ଵର ଶିଳ୍ପାଞ୍ଚଳ ପୋଲିସ ଗାଡି ଲୁଟ ଅଭିଯୋଗରେ ୩ ଲୁଟେରା ଗିରଫ । 4ଟି ପିକଅପ ଭ୍ୟାନ ଜବତ । ଆହୁରି ପଢନ୍ତୁ...

3 vehicle looters arrested, 4 pickup vans seized
୩ ଗାଡି ଲୁଟେରା ଗିରଫ, 4ଟି ପିକଅପ ଭ୍ୟାନ ଜବତ
author img

By

Published : Mar 13, 2020, 7:01 PM IST

ବାଲେଶ୍ଵର: ବାଲେଶ୍ଵର ଶିଳ୍ପାଞ୍ଚଳ ପୋଲିସ ଗାଡି ଲୁଟ ଅଭିଯୋଗରେ 3 ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 4ଟି ଗାଡି ଜବତ କରିଛି । ସୂଚନା ଅନୁସାରେ, ଶିଳ୍ପାଞ୍ଚଳ ଥାନା ଗଣେଶ୍ୱରପୁର ଅଞ୍ଚଳର ଦିଲ୍ଲୀପ ସାହୁଙ୍କ ଏକ ପିକଅପ ଭ୍ୟାନ ଗତ 3 ତାରିଖରେ ଚୋରି ହୋଇଥିଲା ।

୩ ଗାଡି ଲୁଟେରା ଗିରଫ, 4ଟି ପିକଅପ ଭ୍ୟାନ ଜବତ

ଦିଲ୍ଲୀପ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ରେମୁଣା ଅଞ୍ଚଳର ସୁରଜ ଖାନଙ୍କୁ ଗିରଫ କରିଥିଲା । ସୁରଜଙ୍କୁ ପଚରାଉଚୁରା ପରେ ସେ ଲୁଟ ସମ୍ପର୍କରେ ସମସ୍ତ କଥା କହିଥିଲେ ।

ସୁରଜର ବୟାନ ଅନୁସାରେ ମୟୁରଭଞ୍ଜ ଅଞ୍ଚଳର ସେକ ହାସିମ ଓ ଶଶାଙ୍କ ଶେଖର ମହାନ୍ତଙ୍କୁ ପୋଲିସ ଗିରଫ କରିଛି। ଏହି ଲୁଟ ଘଟଣାରେ ସଂପୃକ୍ତ ଅନ୍ୟ ଦୁଇଜଣଙ୍କୁ ଗିରଫ କରାଯିବା ନେଇ ପୋଲିସ ସୂଚନା ଦେଇଛି।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.