ETV Bharat / state

ପୋଲିସ ଭ୍ୟାନ ଓ ବସ ମୁହାଁମୁହିଁ: 3 ପୋଲିସ ଗୁରୁତର

author img

By

Published : Jan 2, 2022, 4:52 PM IST

ବାଲେଶ୍ଵର ଜିଲ୍ଲାର 16 ନଂ ଜାତୀୟ ରାଜପଥ ଜାମୁଝାଡୀ ଛକ ନିକଟରେ ପୋଲିସ ଗାଡ଼ି ଓ ଏକ ଘରୋଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ 3 ଜଣ ପୋଲିସ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ପୋଲିସ ଭ୍ୟାନ ଓ ବସ ମୁହାଁମୁହିଁ: 3 ପୋଲିସ ଗୁରୁତର
ପୋଲିସ ଭ୍ୟାନ ଓ ବସ ମୁହାଁମୁହିଁ: 3 ପୋଲିସ ଗୁରୁତର

ବାଲେଶ୍ଵର: ଜିଲ୍ଲାର 16 ନଂ ଜାତୀୟ ରାଜପଥ ଜାମୁଝାଡୀ ଛକ ନିକଟରେ ପୋଲିସ ଗାଡ଼ି ଓ ଏକ ଘରୋଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ 3 ଜଣ ପୋଲିସ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ଭୁବନେଶ୍ୱରରୁ ବାରିପଦା ଯାଉଥିବା ସାନସା ନାମକ ଘରୋଇ ବସ ସହିତ କୋଲକତା ଝାଡ଼ାମାଙ୍ଗ ଅଞ୍ଚଳରୁ ଢେଙ୍କାନାଳ ଅଭିମୁଖେ ଯାଉଥିବା ପୋଲିସ ଗାଡି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ 3 ପୋଲିସ କର୍ମଚାରୀ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଗୁରୁତରଙ୍କୁ ସିମୁଳିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ଵର ମେଡ଼ିକାଲ ନିଆଯାଇଥିବା ଜଣାପଡିଛି । ବିପରୀତ ରାସ୍ତାରେ ପୋଲିସ ଗାଡି ଯାଉଥିବାରୁ ଏମିତି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.