ETV Bharat / state

2019 ସାଧାରଣ ନିର୍ବାଚନ: ସରିଛି ମତଦାନ, ଥମିନି ଉତ୍ତେଜନା

2019 ମହାଯୁଦ୍ଧର ଆଜି ଥିଲା ଚତୁର୍ଥ ପର୍ଯ୍ୟାୟ ମତଦାନ। ବାଲେଶ୍ବର ଜିଲ୍ଲାର ଭୋଗରାଇ ନିର୍ବାଚନ ମଣ୍ଡଳୀ 144 ନଂ ବୁଥରେ ଉତ୍ତେଜନା ସୃଷ୍ଟି ହୋଇଛି । ଭୋଟଦାନ ସମୟ ଅତିକ୍ରମ କରିସାରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଉତ୍ତେଜନା ଥମିବାର ନାଁ ନେଉଁ ନାହିଁ ।

author img

By

Published : Apr 30, 2019, 2:51 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ବାଲେଶ୍ୱର: 2019 ମହାଯୁଦ୍ଧର ଆଜି ଥିଲା ଚତୁର୍ଥ ପର୍ଯ୍ୟାୟ ମତଦାନ। ଏହି ମତଦାନ ବିଭିନ୍ନ ସ୍ଥାନରେ ସୁରୁଖୁରୁରେ ଶେଷ ହୋଇଥିବା ବେଳେ ଅନେକ ସ୍ଥାନରେ ଉତ୍ତେଜନା ଯୋଗୁଁ ବ୍ୟାଘାତ ସୃଷ୍ଟି ହୋଇଛି । ସେହିପରି ବାଲେଶ୍ବର ଜିଲ୍ଲାର ଭୋଗରାଇ ନିର୍ବାଚନ ମଣ୍ଡଳୀ 144 ନଂ ବୁଥରେ ଉତ୍ତେଜନା ସୃଷ୍ଟି ହୋଇଛି । ଭୋଟଦାନ ସମୟ ଅତିକ୍ରମ କରିସାରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଉତ୍ତେଜନା ଥମିବାର ନାଁ ନେଉ ନାହିଁ ।

ଊିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ତେବେ ଏହି ଉତ୍ତେଜନାର ମୁଖ୍ୟ କାରଣ ହେଉଛି ମକପୋଲ ଭୋଟ ସାଧାରଣ ପୋଲିଂରେ ସାମିଲ ହୋଇଥିବା ଅଭିଯୋଗ କରି ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଯାହାଫଳରେ ପୋଲିଂ କର୍ମଚାରୀଙ୍କୁ ସାଧାରଣ ଲୋକେ ଭୋଟ କେନ୍ଦ୍ରରେ ଅଟକ ରଖିଛନ୍ତି । ଏଭଳି ପରିସ୍ଥିତିରେ ସ୍ଥାନୀୟ ବିଡ଼ିଓ ଘଟଣାସ୍ଥଳରେ ପହଁଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ଆୟତ କରୁଥିବା ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

SMRUTI REKHA 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.