ETV Bharat / state

ଗାଡିଆରେ ବୁଡି 2 ବର୍ଷର ଶିଶୁପୁତ୍ର ମୃତ

ଗୁରୁବାର ବାଲେଶ୍ବରର ନୀଳଗିରି ଉପଖଣ୍ଡର ବରହମପୁର ଥାନା ଅଧିନସ୍ଥ ଆରବନ୍ଧ ପଞ୍ଚାୟର ଡାହିସାହିର ଜଣେ 2 ବର୍ଷ ଶିଶୁପୁତ୍ର ଗାଡିଆରେ ବୁଡି ପଡି ପ୍ରାଣ ହରାଇଛି ।

author img

By

Published : Jul 11, 2019, 5:33 PM IST

ଫଟୋ ସୌଜନ୍ୟ-ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ଵର: ଗୁରୁବାର ଗାଡିଆରେ ବୁଡି 2 ବର୍ଷର ଶିଶୁର ମୃତ୍ୟୁ । ବାଲେଶ୍ବର ନୀଳଗିରି ଉପଖଣ୍ଡର ବରହମପୁର ଥାନା ଅଧିନସ୍ଥ ଆରବନ୍ଧ ପଞ୍ଚାୟର ଡାହିସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନା ଅନୁଯାୟୀ, ଉକ୍ତ ଗାଁର ଜୟନ୍ତ ବାଗଙ୍କ 2ବର୍ଷର ଶିଶୁପୁତ୍ର ଦିପୁନ ସକାଳେ ଖେଳୁଥିଲେ । ଏହି ସମୟରେ ବାଡ଼ିରେ ଥିବା ନିଜ ଗାଡ଼ିଆକୁ ଖସି ପଡିଥିଲା। ପରେ ପରିବାର ଲୋକେ ବହୁ ଖୋଜାଖୋଜି ପରେ ଗାଡ଼ିଆରେ ଶିଶୁଟି ଭାସୁଥିବାର ଦେଖି ତାକୁ ଉଦ୍ଧାର କରି ବାଇକରେ ବରହମପୁର ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିଲେ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ବାଲେଶ୍ବର

ଏ ନେଇ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ କରୁଛି । ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ନୀଳଗିରି ମେଡିକାଲକୁ ଅଣାଯାଇଛି । ତେବେ ଘଟଣାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.