ETV Bharat / state

କାର୍ତ୍ତିକ ପୂର୍ଣ୍ଣିମା: ବାଲେଶ୍ବରରେ ୧୫୧ ଫୁଟର ନୌକା ନିର୍ମାଣ - କାର୍ତ୍ତିକ ପୂର୍ଣ୍ଣିମା ନ୍ୟୁଜ

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଦନମୋହନ କ୍ଲବ ପକ୍ଷରୁ ୧୫୧ ଫୁଟର ନୌକା ନିର୍ମାଣ । ଏହି ନୌକାରେ ପ୍ଲାଷ୍ଟିକ ବ୍ୟବହାର କରାଯାଇ ନାହିଁ ।

କାର୍ତ୍ତିକ ପୂର୍ଣ୍ଣିମା
author img

By

Published : Nov 12, 2019, 2:05 PM IST

ବାଲେଶ୍ବର: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଆଜିର ଏହି ଦିନରେ ଜଳାଶୟମାନଙ୍କରେ ଡଙ୍ଗା ଭସାଇ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଉଛି ସାରା ରାଜ୍ୟ । ତେବେ ଏହି ଅବସରରେ ସୋର ବ୍ଲକ ଅଧୀନ ମାଣତ୍ରୀ ଗ୍ରାମପଞ୍ଚାୟତ ମଦନମୋହନ କ୍ଲବ ପକ୍ଷରୁ ୧୫୧ ଫୁଟର ନୌକା ନିର୍ମାଣ କରାଯାଇଛି ।

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ୧୫୧ ଫୁଟର ନୌକା ନିର୍ମାଣ

ବିଶେଷ କରି ଏହି ନୌକାରେ ପ୍ଲାଷ୍ଟିକ ବ୍ୟବହାର କରାଯାଇ ନାହିଁ । ଏହି ନୌକା ନିର୍ମାଣରେ ବାଉଁଶ ଏବଂ କପଡାର ବ୍ୟବହାର କରାଯାଇଛି ।

ସୂଚନାଥାଉକି, ପ୍ରତିବର୍ଷ ଏଭଳି ବିଶାଳ ନୌକା ନିର୍ମାଣ କରି ମଦନମୋହନ କ୍ଲବ ଚର୍ଚ୍ଚାରେ ରହି ଆସିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଅଧୀନ ମାଣତ୍ରୀ ଗ୍ରାମପଞ୍ଚାୟତ ମଦନ ମହୋନ କ୍ଲବ ପକ୍ଷରୁ ୧୫୧ ଫୁଟର ନୌକା ନିର୍ମାଣ କରାଯାଇଛି। ବିଶେଷ କରି ଏହି ନୌକାରେ ବିନା ପ୍ଲାଷ୍ଟିକ ବ୍ୟବହାରରେ ନିର୍ମାଣ କରାଯାଇଥିବା ବେଳେ ବାଉଶଁ ଏବଂ କପଡା ତିଆରି ହୋଇଛି। ପ୍ରତିବର୍ଷ ଏଭଳି ବିଶାଳ ନୌକା ନିର୍ମାଣ କରି ମଦନ ମହୋନ କ୍ଲବ ଚର୍ଚ୍ଚାରେ ରହି ଆସିଛନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.