ETV Bharat / state

ଛିଣ୍ଡିଲା ୧୧ କେଭି ବିଦ୍ୟୁତ୍‌ ତାର: ଜଳିଗଲା ସାଇକେଲ, ବର୍ତ୍ତିଲେ ସଫେଇ କର୍ମଚାରୀ - ଛିଣ୍ଡିଲା ୧୧ କେଭି ବିଦ୍ୟୁତ ତାର

ବାଲେଶ୍ଵର ଜିଲ୍ଲା ସ୍କୁଲ ନିକଟରେ ଛିଣ୍ତିଲା ୧୧ କେଭି ବିଦ୍ୟୁତ ତାର । ବଡ ଅଘଟଣରୁ ବର୍ତ୍ତିଗଲେ ସଫେଇ କର୍ମଚାରୀ । ଅଧିକ ପଢନ୍ତୁ

ଛିଣ୍ଡିଲା ୧୧ କେଭି ବିଦ୍ୟୁତ ତାର: ଜଳିଗଲା ସାଇକେଲ,ବର୍ତ୍ତିଲେ ସଫେଇ କର୍ମଚାରୀ

author img

By

Published : Jun 16, 2022, 1:11 PM IST

ବାଲେଶ୍ଵର: ଜିଲ୍ଲା ସ୍କୁଲ ନିକଟରେ ଛିଣ୍ତିଲା ୧୧ କେଭି ବିଦ୍ୟୁତ ତାର । ବଡ ଅଘଟଣରୁ ବର୍ତ୍ତିଗଲେ ସଫେଇ କର୍ମଚାରୀ । ଏଥିରେ କେବଳ ତାଙ୍କର ସାଇକେଲ ଜଳି ଯାଇଛି । ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ସ୍କୁଲ ନିକଟରେ ସଫେଇ କର୍ମଚାରୀ ଅର୍ଜୁନ ସିଂ ସଫେଇ କାର୍ଯ୍ୟ କରୁଥିଲେ। ଏହି ସମୟରେ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ହଠାତ୍‌ ଛିଣ୍ଡି ପଡିଥିଲା । ସୌଭାଗ୍ୟ ବଶତଃ ବିଦ୍ୟୁତ ତାର ଅର୍ଜୁନଙ୍କ ସାଇକେଲ ଉପରେ ପଡି ଜଳି ଯାଇଥିଲା । ପରେ ଟାଟା ପାୱାର କର୍ମଚାରୀମାନେ ସେଠାରେ ପହଞ୍ଚି ବିଦ୍ୟୁତ ସଜାଡ଼ିବାରେ ପ୍ରୟାସ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେ, ଟାଟା ପାୱାର ବିଦ୍ୟୁତ ସେବାରେ ଉନ୍ନତି ଆଣିବାର ପ୍ରତିଶ୍ରୁତି ଦେଉଥିବା ବେଳେ ଏମିତି ଘଟଣା ବାସ୍ତବତାକୁ ପ୍ରତିପାଦନ କରିଛି ।

ଛିଣ୍ଡିଲା ୧୧ କେଭି ବିଦ୍ୟୁତ ତାର: ଜଳିଗଲା ସାଇକେଲ,ବର୍ତ୍ତିଲେ ସଫେଇ କର୍ମଚାରୀ

ଇଟିଭି ଭାରତ,ବାଲେଶ୍ଵର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.