ETV Bharat / state

ସ୍ଥାୟୀ ନିଯୁକ୍ତି ଦାବିରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଅସ୍ଥାୟୀ କର୍ମଚାରୀ ସଂଘର ଧାରଣା - Utkal Gramya Bank Temporary Employees Union strike

ସ୍ଥାୟୀ ନିଯୁକ୍ତି ଦାବିରେ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଅସ୍ଥାୟୀ କର୍ମଚାରୀ ସଂଘ । ଅଧିକ ପଢନ୍ତୁ...

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଅସ୍ଥାୟୀ କର୍ମଚାରୀ ସଂଘ ପକ୍ଷରୁ ଧାରଣା

author img

By

Published : Feb 10, 2021, 7:18 AM IST

ବଲାଙ୍ଗୀର: ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଅସ୍ଥାୟୀ କର୍ମଚାରୀ ସଂଘ । ତେବେ ଶତାଧିକ ଅସ୍ଥାୟୀ କର୍ମଚାରୀ ଜିଲ୍ଲାର ଗ୍ରାମାଞ୍ଚଳରେ ରହି ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଆସୁଥିଲେ ସୁଦ୍ଧା ଦୀର୍ଘ ବର୍ଷ ସତ୍ତ୍ବେ ଏମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇ ନାହିଁ କିମ୍ବା ଏମାନଙ୍କ ପାଉଣାରେ ବୃଦ୍ଧି କରାଯାଉ ନାହିଁ । ଫଳରେ ଏମାନେ ଆର୍ଥିକ ଅନଟନରେ ଥିବା କହିଛନ୍ତି।

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଅସ୍ଥାୟୀ କର୍ମଚାରୀ ସଂଘ ପକ୍ଷରୁ ଧାରଣା

ଏନେଇ ଏମାନେ ଗତ ଆଠ ତାରିଖରୁ ଧାରଣା ଦେଇଥିବା ବେଳେ ଦାବି ପୂରଣ ନ ହେଲେ ଆସନ୍ତା 11 ତାରିଖରୁ ଆମରଣ ଅନଶନ କରିବେ ବୋଲି କହିଛନ୍ତି ବ୍ୟାଙ୍କ ଅସ୍ଥାୟୀ କର୍ମଚାରୀ ସଂଘ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.