ETV Bharat / state

ନଦୀକୁ ଡେଇଁଲେ ଦୁଇ ଭଉଣୀ, ବ୍ରିଜ ଉପରେ ଚପଲ-ସ୍କୁଟି

ନଦୀକୁ ଡେଇଁ ଦୁଇ ଭଉଣୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ବଲାଙ୍ଗୀର ଗୁଡ୍ ଭେଲା ବ୍ଲକ ତୁଷୁରା ଧାନ ଘରାଠାରେ ଥିବା ତେଲ ନଦୀ ବ୍ରିଜ ଉପରୁ ଏହି ଦୁଇ ଭଉଣୀ ଡେଇଁଥିବାର ଜଣାପଡିଛି। ଅଧିକ ପଢନ୍ତୁ..

author img

By

Published : Oct 15, 2020, 7:18 PM IST

Two sisters attempt suicide
Two sisters attempt suicide

ବଲାଙ୍ଗୀର: ଆଜି ଦୁଇ ଭଉଣୀ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ବଲାଙ୍ଗୀର ଗୁଡ୍ ଭେଲା ବ୍ଲକ ତୁଷୁରା ଧାନ ଘରା ଠାରେ ଥିବା ତେଲ ନଦୀ ବ୍ରିଜ ଉପରୁ ଏହି ଦୁଇ ଭଉଣୀ ଡେଇଁଥିବା ଜଣାପଡିଛି। ଏହି ଦୁଇ ଭଉଣୀ ଗୁଡଭେଲାର ବ୍ୟବସାୟୀ ରାମ ଅବତାରଙ୍କ ଦୁଇ ଝିଅ ଅନମୋଲ୍ ଅଗ୍ରୱାଲ ଓ ଆଞ୍ଚଲ ଅଗ୍ରୱାଲ ।

ନଦୀକୁ ଡେଇଁଲେ ଦୁଇ ଭଉଣୀ, ବ୍ରିଜ ଉପରେ ଚପଲ-ସ୍କୁଟି

ସେପଟେ ବ୍ରିଜ ଉପରେ ତାଙ୍କ ଚପଲ ଓ ସ୍କୁଟି ରଖି ସେମାନେ ନଦୀକୁ ଡେଇଁଥିବାର ଜଣାପଡ଼ିଛି । ତେବେ ଏହାର ଖବର ତୁଷୁରା ପୋଲିସ ପାଇବା ପରେ ଗୁଡଭେଲା ଅଗ୍ନିଶମ ବିଭାଗ ଓ ବଲାଙ୍ଗୀର ଓଡ୍ରାଫ୍ ଟିମ୍ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଯାଏଁ ଦୁଇ ଭଉଣୀଙ୍କ ପତ୍ତା ମିଳି ନଥିବାବେଳେ ଆତ୍ମହତ୍ୟା କରିବାର କାରଣ ମଧ୍ୟ ସ୍ପଷ୍ଟ ହୋଇ ନାହିଁ ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.