ETV Bharat / state

ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଆନ୍ଦୋଳନ

ବଲାଙ୍ଗୀର ଆଦିବାସୀ ମାନଙ୍କ ଉପରେ ଅତ୍ୟାଚାର ବଢୁଥିବା ଓ ପୋଲିସ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ କରି ଆଜି ଆଦିବାସୀ ମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ତେବେ ଆଗକୁ ଦାବି ପୂରଣ ନହେଲେ ଏମାନେ ତିବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jul 19, 2021, 10:51 PM IST

ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଆନ୍ଦୋଳନ
ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଆନ୍ଦୋଳନ

ବଲାଙ୍ଗୀର: ବଲାଙ୍ଗୀରରେ ଆଜି (ସୋମବାର) ଆଦିବାସୀ ମାନେ ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ। ତେବେ ଜିଲ୍ଲାରେ ଆଦିବାସୀ ମାନଙ୍କ ଉପରେ ଅତ୍ୟାଚାର ବଢ଼ୁଥିବା ବେଳେ ପୋଲିସ ପ୍ରଶାସନ ଏଥିରେ ସ୍ଥାଣୁ ପାଲଟିଥିବାର ଏମାନେ ଅଭିଯୋଗ କରିଛନ୍ତି। ତେଣୁ, ବଲାଙ୍ଗୀର ଆଦିବାସୀ ମାନଙ୍କ ଉପରେ ଅତ୍ୟାଚାର ବଢୁଥିବା ଓ ପୋଲିସ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ କରି ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ତେବେ ଆଗକୁ ଦାବି ପୂରଣ ନହେଲେ ଏମାନେ ତିବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି। ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଶତାଧିକ ଆଦିବାସୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ତେବେ ଆଗକୁ ଦାବି ପୂରଣ ନହେଲେ ଏମାନେ ତିବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ସାତ ଦଫା ଦାବି ଉପସ୍ଥାପନ ଲରିଥିଲେ। ଯେଉଁଥିରେ ଆଦିବାସୀ ନାବାଳକଙ୍କୁ ଅପହରଣ ଓ ନିର୍ଯ୍ୟାତନା, ତାଳ ଜୁରୀ ଗ୍ରାମରେ ଆଦିବାସୀ ପରିବାରକୁ ବାସନ୍ଦ ଭଳି ଏକାଧିକ ମାମଲାର ଶୀଘ୍ର ସମାଧାନ ପାଇଁ ଦାବି କରିଥିଲେ। ଆଗାମୀ ଦିନରେ ତାଙ୍କର ଦାବି ପୂରଣ ନହେଲେ ଏମାନେ ତିବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.