ETV Bharat / state

ସଡକ ଦୁର୍ଘଟଣାରେ ଦୁଇ ସାଙ୍ଗ ମୃତ

author img

By

Published : Dec 14, 2019, 1:50 AM IST

ସ୍ଥାନୀୟ ବଙ୍ଗୋମୁଣ୍ଡା ବ୍ଲକ ବୋର ବହାଲ ଗାଁ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ଅଧିକ ପଢନ୍ତୁ...

road accident in bolangir, bolangir latest news, ବଲାଙ୍ଗୀର ଲାଟେଷ୍ଟ ନ୍ୟୁଜ୍‌, ବଲାଙ୍ଗୀରରେ ସଡକ ଦୁର୍ଘଟଣା
ପ୍ରତୀକାତ୍ମକ ଫଟୋ

ବଲାଙ୍ଗୀର: ସ୍ଥାନୀୟ ବଙ୍ଗୋମୁଣ୍ଡା ବ୍ଲକ ବୋର ବହାଲ ଗାଁ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ଅନୁଯାୟୀ ସମ୍ପୃକ୍ତ ଗାଁର 2 ଜଣ ସାଙ୍ଗ ଏକ ମୋଟର ସାଇକେଲରେ ଗାଁରୁ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ 2 ଜଣଙ୍କର ମୃ୍ତ୍ୟୁ ହୋଇଥିଲା ।

ସଡକ ଦୁର୍ଘଟଣାରେ ଦୁଇ ସାଙ୍ଗ ମୃତ

ମୃତକ ଦୁହେଁ ବୋର ବହାଲ ଗାଁର ଜିତେନ୍ଦ୍ର ପୁଟେଲ ଓ ବିଜୟ ପୁଟେଲ । ଦୁର୍ଘଟଣା ପରେ ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ତେଣେ ଖବର ପାଇ ଗାଁରେ ଶୋକର ମାହୋଲ ସୃଷ୍ଟି ହୋଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ଅଜଣା ଗାଡ଼ି ଧକ୍କାରେ ଦୁଇ ସାଙ୍ଗ ର ମୃତ୍ୟୁ ।Body:ବଲାଂଗୀର ଆଜି ରାତିରେ ଏକ ସଡ଼କ ଦୁର୍ଘଟନାରେ ଦୁଇ ସାଙ୍ଗ ଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ବଲାଂଗୀର ବଙ୍ଗୋମୁଣ୍ଡା ବ୍ଲକ୍ ବୋର୍ ବହାଲ୍ ଗ୍ରାମ ଛକରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ଏହି ଗାଁର ଦୁଇ ଜଣ ବନ୍ଧୁ ଏକ ମୋଟର ସାଇକଲ ରେ ଗାଁରୁ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ସେପଟେ ଏହି ଧକ୍କାରେ ଦୁଇ ବନ୍ଧୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ତେବେ ମୃତ ଦୁଇ ଜଣ ବୋର୍ ବାହାଲ୍ ଗ୍ରାମର ଜିତେନ୍ଦ୍ର ପୁଟେଲ୍ ଓ ବିଜୟ ପୁଟେଲ ବୋଲି ପରିଚୟ ମିଳିଛି। ତେବେ ଏହି ଦୁର୍ଘଟଣା ପରେ ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ପହଞ୍ଚି ଦୁଇ ଜଣ ଯୁବକଙ୍କ ଉଦ୍ଧାର କରି ଡ଼ାକ୍ତର ଖାନାକୁ ନେଇଥିଲା । ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣା ପରେ ସମ୍ପୃକ୍ତ ଗାଁରେ ଶୋକର ଛାୟା ଖେଳିଯାଇଛି । ସେପଟେ ବଙ୍ଗୋମୁଣ୍ଡା ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.