ETV Bharat / state

ବେଆଇନ କରତ କଳରେ ଚଢାଉ, 2 ଗିରଫ - ବଲାଙ୍ଗୀର ଲୋଇସୀଙ୍ଗା ବ୍ଲକ

ବଲାଙ୍ଗୀରରେ ବେଆଇନ ଭାବରେ ଚାଲିଥିବା କରତ କଳରେ ବନ ବିଭାଗର ଚଢାଉ । ବିପୁଳ ପରିମାଣରେ କାଠ ଓ ବିଭିନ୍ନ ସାମଗ୍ରୀ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ବନ ବିଭାଗ ।

ବେଆଇନ କରତ କଳ ଉପରେ ଚଢାଉ, 2 ଗିରଫ
ବେଆଇନ କରତ କଳ ଉପରେ ଚଢାଉ, 2 ଗିରଫ
author img

By

Published : Oct 11, 2020, 8:31 PM IST

ବଲାଙ୍ଗୀର: ବଲାଙ୍ଗୀରେ ବେଆଇନ ଭାବରେ ଚାଲିଥିବା କରତ କଳରେ ବନବିଭାଗର ଚଢାଉ । ବିପୁଳ ପରିମାଣରେ କାଠ ଓ ବିଭିନ୍ନ ସାମଗ୍ରୀ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ବନ ବିଭାଗ ।

ବେଆଇନ କରତ କଳ ଉପରେ ଚଢାଉ, 2 ଗିରଫ

ବଲାଙ୍ଗୀର ଲୋଇସିଙ୍ଗା ବ୍ଲକ ପଣ୍ଡରିପାନି ଗ୍ରାମରେ ଏହି କରତ କଳ ଚାଲିଥିବା ବେଳେ ବଲାଙ୍ଗୀର ବନ ବିଭାଗ, ଜିଲ୍ଲା ବନ ଅଧିକାରୀ, ଲୋଇସିଂହା ବନ ବିଭାଗ ଓ ବନ ବିଭାଗର ମୋବାଇଲ୍ ସ୍କ୍ୱାର୍ଡ ଏହି ଚଢ଼ାଉ କରିଥିଲେ। ଯେଉଁଥିରେ ଗୋଟିଏ ଟାଟା ଏସ ଗାଡ଼ି, ତିନୋଟି ବାଇକ୍ , ଗୋଟିଏ ଟ୍ରାକ୍ଟର ଇଞ୍ଜିନ ସହ ବିପୁଳ ପରିମାଣରେ ସାଳ ପିଆଶାଳ କାଠ ଜବତ ହୋଇଛି । ଯାହାର ମୂଲ୍ୟ 10 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବନ ବିଭାଗ ସୂଚନା ଦେଇଛି। ସେହିପରି ଏହି ମାମଲାରେ ଦୁଇ ଜଣ ମୁବାରକ୍ ଖାନ ଓ ନବୀନ ମାଝୀକୁ ବନ ବିଭାଗ ଗିରଫ କରିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.