ETV Bharat / state

ଜବରଦଖଲ ଉଚ୍ଛେଦ ବିରୋଧ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

author img

By

Published : Jul 15, 2020, 10:52 PM IST

ବଲାଙ୍ଗୀର ଜବରଦଖଲ ଉଚ୍ଛେଦକୁ ବିରୋଧ । ମହାମାରୀ କୋରୋନା ସମୟରେ ରାସ୍ତା ପ୍ରଶସ୍ତୀ କରଣ ନାମରେ ଜବରଦଖଲ ହଟାଇବା ନିଷ୍ପତ୍ତିକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି । ଅଧିକ ପଢନ୍ତୁ...

ଜବରଦଖଲ ଉଚ୍ଛେଦକୁ ବିରୋଧ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବଲାଙ୍ଗୀର: ଜବରଦଖଲ ଉଚ୍ଛେଦକୁ ବିରୋଧ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ମହାମାରୀ କୋରୋନା ସମୟରେ ରାସ୍ତା ପ୍ରଶସ୍ତୀ କରଣ ନାମରେ ଜବରଦଖଲ ହଟାଇବା ନିଷ୍ପତ୍ତିକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି ।

ବଲାଙ୍ଗୀର ବ୍ରାହ୍ମଣପଡାରୁ ତାଲପାଲିପଡାକୁ ଯାଇଥିବା ରାସ୍ତା ପ୍ରଶସ୍ତିକରଣ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିବା ବେଳେ ଏଥିପାଇଁ ଜବରଦଖଲ ହଟାଇବା ନିଷ୍ପତ୍ତି ନେଇଛି । ଅନ୍ୟପଟେ ଏହି ସ୍ଥାନରେ ବର୍ଷ ବର୍ଷ ହେବ ଜବର ଦଖଲକରି ରହୁଥିବା ଶତାଧିକ ଲୋକ ଏହାକୁ ବିରୋଧ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ତେବେ କୋରୋନା ବିପତ୍ତି ଓ ବର୍ଷା ସମୟରେ ଏମାନେ କେଉଁଠି ମୁଣ୍ଡ ଗୁଞ୍ଜିବେ ବୋଲି କହିଛନ୍ତି । ପ୍ରଶାସନକୁ କିଛି ସମୟ ଦେବା ପାଇଁ ଦାବି କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.