ETV Bharat / state

ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ନିର୍ମାଣ ଶ୍ରମିକ ସଂଘ - labour office

ବଲାଙ୍ଗୀରରେ ନିର୍ମାଣ ଶ୍ରମିକ ସଂଘ ଆଜି ଶ୍ରମ ବିଭାଗ କାର୍ଯ୍ୟାଳୟ ଘେରାଉ । ନିର୍ମାଣ ଶ୍ରମିକ କେନ୍ଦ୍ର ସରକାରଙ୍କ ନୀତି ଅନୁସାରେ ପଞ୍ଜୀକୃତ କିନ୍ତୁ କୌଣସି ସୁବିଧା ସୁଯୋଗ ମିଳୁନାହିଁ । ତେବେ ଶୀଘ୍ର ସରକାରୀ ସହଯୋଗ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି । ଦାବି ପୂରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Sep 24, 2019, 9:54 PM IST

ବଲାଙ୍ଗୀର: ନିର୍ମାଣ ଶ୍ରମିକ ସଂଘ ଆଜି ବଲାଙ୍ଗୀର ଶ୍ରମ ବିଭାଗ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ନିର୍ମାଣ ଶ୍ରମିକ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନୀତି ଅନୁସାରେ ପଞ୍ଜିକୃତ କିନ୍ତୁ କୌଣସି ସୁବିଧା ସୁଯୋଗ ମିଳୁନଥିବାର ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର ନିର୍ମାଣ ଶ୍ରମିକ ସଂଘ ଆଜି ବଲାଙ୍ଗୀର ଶ୍ରମ ବିଭାଗ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଏଥିରେ ଶତାଧିକ ଗୃହ ଓ କୋଠାବାଡି ନିର୍ମାଣ ଶ୍ରମିକ ସାମିଲ ହୋଇଥିଲେ । ତେବେ ଦୀର୍ଘ ସମୟ ଧରି ଶ୍ରମ ବିଭାଗ କାର୍ଯ୍ୟାଳୟକୁ ଘେରାଉ କରି ଆଠ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।

ଜିଲ୍ଲାରେ ମୋଟ 30 ହଜାରରୁ ଉର୍ଦ୍ଧ୍ବ ନିର୍ମାଣ ଶ୍ରମିକ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନୀତି ଅନୁସାରେ ପଞ୍ଜିକୃତ ହୋଇଛନ୍ତି । କୌଣସି ସୁବିଧା ସୁଯୋଗ ମିଳୁନଥିବାର ଅଭିଯୋଗ କରିଛନ୍ତି । ଯେଉଁଥିରେ ନିର୍ମାଣ ଶ୍ରମିକର ଶିଶୁଙ୍କୁ ପାଠ ପଢାଇବା,ମେଧାବୀ ଛାତ୍ର ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ 40 ହଜାର ଟଙ୍କା ପ୍ରଦାନ କରିବା, ଝିଅ ବାହା କରିବା ପାଇଁ ସହାୟତା ପ୍ରଦାନ କରିବା ତଥା ଶ୍ରମିକଙ୍କୁ ସାଇକେଲ ପ୍ରଦାନ ଇତ୍ୟାଦି ଠିକରେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ କରିଛନ୍ତି । ଏହି ସବୁ ଦାବି ପୂରଣ ନହେଲେ ଆଗାମୀ ଦିନରେ ଏମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି । ଜିଲ୍ଲା ଶ୍ରମ ଅଧିକାରୀ ନିୟମ ଅନୁଯାୟୀ ଯାହା ବ୍ୟବସ୍ଥା ମଧ୍ୟରେ ରହିଛି ସବୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ନJରମାନ ଶ୍ରମିକ ସଂଘ ଆଜି ବଲାଂଗୀର ଶ୍ରମ ବିଭାଗ କାର୍ଯ୍ୟାଳୟ ଘେରାଓ କରି ଥିଲେ । ଏବଂ ନିର୍ମାଣ ଶ୍ରମିକ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନୀତି ଅନୁସାରେ ପଞ୍ଜିକୃତ ହୋଇ ମଧ୍ୟ କୌଣସି ସୁବଢା ସୁଯୋଗ ପାଉଁଥିବାର ଅଭିଯୋଗ କରିଥିଲେ । ତେବେ ଶୀଘ୍ର ସରକାରୀ ସହଯୋଗ ଯୋଗାଇ ଦେବାର ଏମାନେ ଦାବି କରିଥିଲେ ନହେଲେ ଆଗାମୀ ଦିନରେ ଏମନେ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

Body:ବଲାଂଗୀର ନିର୍ମାଣ ଶ୍ରମିକ ସଂଘ ଆଜି ବଲାଂଗୀର ଶ୍ରମ ବିଭାଗ କାର୍ଯ୍ୟାଳୟ ଘେରାଓ କରି ଥିଲେ । ଯେଉଁଥିରେ ଶତାଧିକ ଗୃହ ଓ କୋଠାବାଡି ନିର୍ମାଣ ଶ୍ରମିକ ସାମିଲ ହୋଇଥିଲେ । ତେବେ ଦୀର୍ଘ ସମୟ ଧରି ଏମନେ ଶ୍ରମ ବ8ଭାଗ କୁ ଘେରାଓ କରିଥିବା ବେଳେ ଆଠ ଦଫା ଦାବି ପତ୍ର ପ୍ରଦାନ କରିଥିଲେ। ସେପଟେ ଜିଲ୍ଲାରେ ଏଯାଏଁ 30 ହଜାର ରୁ ଉର୍ଧ୍ୱ ନିର୍ମାଣ ଶ୍ରମିକ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନୀତି ଅନୁସାରେ ପଞ୍ଜିକୃତ ହୋଇ ମଧ୍ୟ କୌଣସି ସୁବିଧା ସୁଯୋଗ ପାଉଁ ନ ଥିବାର
ଅଭିଯୋଗ କରିଥିଲେ । ଯେଉଁଥିରେ ନିର୍ମାଣ ଶ୍ରମିକ ର ଶିଶୁଙ୍କୁ ପାଠ ପଢା ଇବା,ମେଧାବୀ ଛାତ୍ର ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷ୍ୟା ପାଇଁ 40 ହଜାର ଟଙ୍କା ପ୍ରଦାନ କରିବା, ଝିଅ ବାହା କରିବା ପାଇଁ ସହାୟତା ପ୍ରଦାନ କରିବା ତଥା ଶ୍ରମିକଙ୍କୁ ସାଇକଲ ଇତ୍ୟାଦି ଠିକରେ ଦିଆ ଯଉ ନଥିବାର ଏମାନେ ଅଭିଯୋଗ କରିଛନ୍ତି । ଏବଂ ଏହି ସବୁ ଦାବି ପୁରାଣ ନହେଲେ ଆଗାମୀ ଦିନରେ ଏମନେ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି । ସେପଟେ ଜିଲ୍ଲା ଶ୍ରମ ଅଧିକାରୀ ନିୟମ ପରିଧି ମଧ୍ୟରେ ରହି ସବୁ ଯୋଗାଇ ଦିଆ ଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ବାଇଟ ମହାଦେବ ପୋଢ଼ ସଭାପତି ଶ୍ରମିକ ସଂଘ
ବାଇଟ ଏସ ବେହେରା ଜିଲ୍ଲା ଶ୍ରମ ଅଧିକାରୀ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.