ETV Bharat / state

ଜୁଆ ଅଡ୍ଡା ଉପରେ ପୋଲିସର ଚଢ଼ାଉ, 7 ଜୁଆଡି ଗିରଫ

author img

By

Published : Apr 24, 2020, 11:44 PM IST

ଲକଡାଉନରେ ବି ପେଶାଗତ ଜୁଆଡ଼ି ନିଜ ଅଭ୍ୟାସ ଛାଡି ପାରୁନାହାନ୍ତି । ତେବେ ଏଭଳି ଏକ ଜୁଆ ଅଡ୍ଡା ଉପରେ ପୋଲିସ ଚଢ଼ାଉ କରି 7 ଜୁଆଡିକୁ ଗିରଫ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଜୁଆ ଅଡ୍ଡା ଉପରେ ପୋଲିସର ଚଢ଼ାଉ, 7 ଜୁଆଡି ଗିରଫ
ଜୁଆ ଅଡ୍ଡା ଉପରେ ପୋଲିସର ଚଢ଼ାଉ, 7 ଜୁଆଡି ଗିରଫ

ବଲାଙ୍ଗୀର: ଲକଡାଉନରେ ବି ପେଶାଗତ ଜୁଆଡ଼ି ନିଜ ଅଭ୍ୟାସ ଛାଡି ପାରୁ ନାହାନ୍ତି । ତେବେ ଏଭଳି ଏକ ଜୁଆ ଅଡ୍ଡା ଉପରେ ପୋଲିସ ଚଢ଼ାଉ କରି 7 ଜୁଆଡିକୁ ଗିରଫ କରିଛି । ଲକଡାଉନ ସତ୍ତ୍ବେ ସେମାନେ ଜୁଆ ଖେଳୁଛନ୍ତି । ତେବେ ଏଭଳି ଏକ ଜୁଆଅଡ୍ଡା ଉପରେ ପୋଲିସ ଶୁକ୍ରବାର ଚଢ଼ାଉ କରି 7 ଜଣ ଜୁଆଡିକୁ ଗିରଫ କରିଛି ।

ବଲାଙ୍ଗୀର ବ୍ରାହ୍ମଣପଡାଠାରେ ଏମାନେ ଏକ ଘରେ ଜୁଆ ଖେଳୁଥିବାର ପୋଲିସ ସୂଚନା ପାଇ ଚଢ଼ାଉ କରିଥିଲା । ସେଠୁ 7ଜଣ ଜୁଆଡିଙ୍କୁ ଗିରଫ କରିବା ସହ 21 ହଜାର ଟଙ୍କା ପାଞ୍ଚଟି ମୋବାଇଲ ଓ ଜୁଆ ପାଇଁ ବ୍ୟବହୃତ ତାସ ଜବତ କରିଛି । ତେବେ ସମସ୍ତ ଗିରଫ ଅଭିଯୁକ୍ତ ବଲାଙ୍ଗୀର ସହରର ହୋଇଥିବା ବେଳେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.