ବଲାଙ୍ଗୀର : ଲୋପ ପାଇବାକୁ ବସିଛି ବନ୍ୟଜନ୍ତୁଙ୍କ ବଂଶ । ଅବାଧ ପଶୁ ଶିକାର ହିଁ ସାଜିଛି ମୁଖ୍ୟ କାରଣ । ମଣିଷ ନିଜ ଜିଭର ଲାଳସା ମେଣ୍ଟାଇବା ପାଇଁ ହେଉ କି ଦି ପଇସା ରୋଜଗାର ପାଇଁ କରି ଚାଲିଛି ବନ୍ୟଜନ୍ତୁଙ୍କ ସର୍ବନାଶ । ଦିନେ ଯେଉଁ ଜଙ୍ଗଲରେ ମହାବଳ ବାଘ, ହାତୀଙ୍କ ସମତେ ଅନ୍ୟାନ୍ୟ ପଶୁଙ୍କ ଭୟଙ୍କର ଗର୍ଜନରେ ଥରିଉଠୁଥିଲା ଜଙ୍ଗଲ । ସେଠି ଏବେ କାଁ ଭାଁ ବନ୍ୟଜନ୍ତୁଙ୍କୁ ଦେଖିବାକୁ ବି ମିଳୁନି । ସ୍ଥାଣୁ ପାଲଟିଛି ବନ ବିଭାଗ । ହାତଗଣତି କିଛି ମାମଲାକୁ ଛାଡିଦେଲେ କାର୍ଯ୍ୟାନୁଷ୍ଠାନ ଏକ ପ୍ରକାର ଶୂନ ।
ବିପଦରେ ବନ୍ୟ ଜୀବଜନ୍ତୁ: ବଢୁଛି ଶିକାରୀଙ୍କ ଉତ୍ପାତ, କାର୍ଯ୍ୟାନୁଷ୍ଠାନ ଶୂନ - ବଢୁଛି ଶିକାରୀଙ୍କ ଉତ୍ପାତ
ଲୋପ ପାଇବାକୁ ବସିଛି ବନ୍ୟଜନ୍ତୁଙ୍କ ବଂଶ । ଅବାଧ ପଶୁ ଶିକାର ହିଁ ସାଜିଛି ମୁଖ୍ୟ କାରଣ । ନିରବଦ୍ରଷ୍ଟା ବନ ବିଭାଗ । ଅଧିକ ପଢନ୍ତୁ...

ବିପଦରେ ବନ୍ୟ ଜୀବଜନ୍ତୁ: ବଢୁଛି ଶିକାରୀଙ୍କ ଉତ୍ପାତ, କାର୍ଯ୍ୟାନୁଷ୍ଠାନ ଶୂନ