ETV Bharat / state

ଅଙ୍ଗନବାଡି କେନ୍ଦ୍ରରେ ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ ଅଭିଯୋଗ

author img

By

Published : Nov 6, 2019, 9:21 PM IST

ବଲାଙ୍ଗୀରର ଏକ ଅଙ୍ଗନବାଡିରେ ଗର୍ଭବତୀଙ୍କୁ ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ କରାଯାଇଥିବାର ଅଭିଯୋଗ ହୋଇଛି।

ଅଙ୍ଗନବାଡି କେନ୍ଦ୍ରରେ ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ ଅଭିଯୋଗ

ବଲାଙ୍ଗୀର: ଜିଲ୍ଲାର ଏକ ଅଙ୍ଗନବାଡି କେନ୍ଦ୍ରରେ ଗର୍ଭବତୀଙ୍କୁ ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ ହୋଇଥିବାର ଅଭିଯୋଗ ଆସିଛି। ଘଟଣାର ଭିଡିଓ ଭାଇରାଲ ହେବାପରେ ଏବେ ସିଡିପିଓ ତଦନ୍ତ କରୁଥିବା ଜଣାପଡ଼ିଛି। ଜିଲ୍ଲାର ସଇଁତଳା ବ୍ଲକର ଭେଲୁଆଁ ଭଟା ଗ୍ରାମ ଅଙ୍ଗନବାଡ଼ି କେନ୍ଦ୍ରରେ ଗର୍ଭବତୀଙ୍କୁ ଅଣ୍ଡା ବଣ୍ଟନ କରା ଯାଇଥିଲା। ଯେତେବେଳେ ଏହାକୁ ମହିଳା ଜଣଙ୍କ ଫଟାଇଥିଲେ ତାହା ମଧ୍ୟରୁ ଏକ ଭିନ୍ନ ପ୍ରକାର ତଥା ପ୍ଲାଷ୍ଟିକ ଭଳି କେଶର ବାହାରି ଥିଲା । ଯାହାକୁ ସାଧାରଣରେ ପ୍ଲାଷ୍ଟିକ ବା ନକଲି ଅଣ୍ଡା ବୋଲି ଲୋକେ କହିଥିଲେ। ଏନେଇ ତଦନ୍ତ ଶୀଘ୍ର କରିବାକୁ ଦାବି କରିଥିଲେ ଲୋକେ।

ଅଙ୍ଗନବାଡି କେନ୍ଦ୍ରରେ ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ ଅଭିଯୋଗ

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଙ୍ଗୀର ଜିଲ୍ଲାରେ ଏକ ଅଙ୍ଗନ୍ ବାଡି ରେ ଗର୍ଭବତୀ ଙ୍କୁ ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ କରାଯାଇଥିବାର ଅଭିଯୋଗ ହୋଇଛି। ଏବଂ ଏହାର ତଦନ୍ତ ଶୀଘ୍ର କରିବାର ଦାବି ହୋଇଛି। ଯାହାର ଭିଡିଓ ଏବେ ଭାଇ ରାଲ୍ ହୋଇଥିବା ବେଳେ ଏବେ ସିଡି ପି ଓ ତଦନ୍ତ କରୁଥିବା ର ଜଣା ପଡ଼ିଛି। Body:ବଲାଙ୍ଗୀର ଜିଲ୍ଲାରେ ଏକ ଅଙ୍ଗନ୍ ବାଡି ରେ ଗର୍ଭବତୀ ଙ୍କୁ ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ କରାଯାଇଥିବାର ଅଭିଯୋଗ ହୋଇଛି। ସଇଁତଳା ବ୍ଲକ୍ ର ଭେଲୁଆଁ ଭଟା ଗ୍ରାମ ଅଂଗନ୍ ବାଡ଼ି କେନ୍ଦ୍ରରେ ଗର୍ଭବତୀ ଙ୍କୁ ଅଣ୍ଡା ବଣ୍ଟନ କରା ଯାଇଥିଲା। ତେବେ ଏହାକୁ ଯେତେବେଳେ ହିତାଧି କାରୀ ରସୋଇ କରିବା ପାଇଁ ଫଟାଇଥିଲେ ତାହା ମଧ୍ୟରୁ ଭିନ୍ନ ପ୍ରକାର ତଥା ପ୍ଲାଷ୍ଟିକ ଭଳି କେଶର ବାହାରି ଥିଲା। ଯାହାକୁ ସାଧାରଣରେ ପ୍ଲାଷ୍ଟିକ ବା ନକଲି ଅଣ୍ଡା ବୋଲି ଲୋକେ କହିଥିଲେ। ଏବଂ ଏହାର ତଦନ୍ତ ଶୀଘ୍ର କରିବାର ଦାବି କରିଥିଲେ। ଯାହାର ଭିଡିଓ ଏବେ ଭାଇ ରାଲ୍ ହୋଇଥିବା ବେଳେ ଏବେ ସିଡି ପି ଓ ତଦନ୍ତ କରୁଥିବା ଜଣା ପଡ଼ିଛି।
ବାଇ ଟ ପିତାମ୍ବର ପ୍ରଧାନ ଅଭିଯୋଗ କାରୀ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.