ETV Bharat / state

ଅପରାଧ ନିୟନ୍ତ୍ରଣ ପାଇଁ ବଲାଙ୍ଗୀରରେ ପିସିଆର ସେବା ଆରମ୍ଭ - ସବୁଜ ପତାକା

ବଲାଙ୍ଗୀର ଅପରାଧ ନିୟନ୍ତ୍ରଣ ପାଇଁ ଆରମ୍ଭ ହୋଇଛି ପିସିଆର ଭ୍ୟାନ ପେଟ୍ରୋଲିଂ ସେବା । ବଲାଙ୍ଗୀର ଏସପି ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।

pcr-petroling-started-in-bolangir-for-controling-of-crinme
ଫଟୋ ସୌଜନ୍ୟ : ସମ୍ବାଦଦାତା,ବଲାଙ୍ଗୀର
author img

By

Published : Dec 22, 2019, 6:33 AM IST

ବଲାଙ୍ଗୀର: ସହରରେ ଅପରାଧ ରୋକିବାକୁ ଅଣ୍ଟା ଭିଡ଼ିଛି ପୋଲିସ । ଏଥିପାଇଁ ସହର ତଥା ସହର ଆଖ ପାଖରେ 24 ଘଣ୍ଟା ପଇଁତରା ମାରିବା ପାଇଁ ଦୁଇଟି ନୂଆ ପିସିଆର ଭ୍ୟାନକୁ ଏସପି ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।

ଅପରାଧ ନିୟନ୍ତ୍ରଣ ପାଇଁ ବଲାଙ୍ଗୀରରେ ପିସିଆର ସେବା ଆରମ୍ଭ

ବଲାଙ୍ଗୀର ସହରରେ କୌଣସି ଅଘଟଣ ପାଇଁ ପୋଲିସ ସଦା ସର୍ବଦା ଜାଗ୍ରତ ରହିବ ଓ ଲୋକଙ୍କୁ ସାହାଯ୍ୟ କରିବା ସହ ସହରରେ ଅପରାଧ ମଧ୍ୟ କମିବ ବୋଲି ଏସପି କହିଛନ୍ତି । ଯେଉଁଥିରେ ସହରକୁ ଦୁଇ ଭାଗ କରି ପିସିଆର ଭ୍ୟାନ ପେଟ୍ରୋଲିଂ କରିବ। ବଲାଙ୍ଗୀର ସହର ଏବେ ଅପରାଧର ପେଣ୍ଠସ୍ଥଳୀ ପାଲଟିଥିବା ବେଳେ ଦିନକୁ ଦିନ ବେଆଇନ କାର୍ଯ୍ୟକଳାପ ବଢି ବଢି ଚାଲିଛି। ତେବେ ଏସବୁ ଏହି ନୂଆ ପ୍ରୟାସ ଦ୍ବାରା ପ୍ରଶମିତ ହେବ ବୋଲି ଏସପି କହିଛନ୍ତି । ତେବେ ଡ଼ାଏଲ 100 କିମ୍ବା ପୋଲିସ ପିସିଆର ନମ୍ବର ଲଗାଇ କେହି ବି ପୋଲିସର ସାହାଯ୍ୟ ନେଇପାରିବ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ପୋଲିସ ସହରରେ ଅପରାଧ ରୋକିବାକୁ ଭିଡ଼ିଛି ଅଣ୍ଟା । ଏବଂ ଏଥିପାଇଁ ସହର ତଥା ସହର ଆଖ ପାଖରେ 24 ଘଣ୍ଟା ପଇନ୍ତରା ମାରିବା ପାଇଁ ଦୁଇଟି ନୂଆ ପିସିଆର ଭେନ କୁ ଆଜି ବଲାଂଗୀର ଏସପି ସବୁଜ ପତାକା ଦେଖାଇଛନ୍ତି । ତେବେ ସହରରେ କୌଣସି ଅଘଟଣ ପାଇଁ ପୋଲିସ ସଦା ସର୍ବଦା ଜାଗ୍ରତ ରହିବ ଓ ଲୋକଙ୍କୁ ସାହାଯ୍ୟ କରିବ ସହ ସହରରେ ଅପରାଧ ମଧ୍ୟ କମିବ ବୋଲି ଏସ ପି କହିଛନ୍ତି ।

Body:ବଲାଂଗୀର ପୋଲିସ ସହରରେ ଅପରାଧ ରୋକିବାକୁ ଭିଡ଼ିଛି ଅଣ୍ଟା । ଏବଂ ଏଥିପାଇଁ ସହର ତଥା ସହର ଆଖ ପାଖରେ 24 ଘଣ୍ଟା ପଇନ୍ତରା ମାରିବା ପାଇଁ ଦୁଇଟି ନୂଆ ପିସିଆର ଭେନ କୁ ଆଜି ବଲାଂଗୀର ଏସପି ସବୁଜ ପତାକା ଦେଖାଇଛନ୍ତି । ଯେଉଁଥିରେ ସହରକୁ ଦୁଇ ଭାଗ କରି ଏହି ଦୁଇ ପିସିଆର ଭେନ ଜଗିବ ବୋଲି ଏସ୍ପି କହିଛନ୍ତି । ବଲାଂଗୀର ସହର ଏବେ ଅପରାଧର ପେଣ୍ଠ ସ୍ଥଳୀ ପାଳିଟିବାରେ ଲାଗିଥିବା ବେଳେ ବେଆଇନ କାର୍ଯ୍ୟକଳାପ ବଢି ବଢି ଚାଲିଛି। ତେବେ ଏସବୁ ଏହି ନୂଆ ପ୍ରୟାସ ଦ୍ୱାରା ପ୍ରଶମିତ ହେବ ବୋଲି ଏସ୍ପି କହିଛନ୍ତି । ସେହିପରି କୌଣସି ଅଘଟଣ ପାଇଁ ପୋଲିସ ସଦା ସର୍ବଦା ଜାଗ୍ରତ ରହିବ ଓ ଲୋକଙ୍କୁ ସାହାଯ୍ୟ କରିବ ସହ ସହରରେ ଅପରାଧ ମଧ୍ୟ କମିବ ବୋଲି ଏସ ପି କହିଛନ୍ତି । ତେବେ ଡ଼ାଏଲ 100 କିମ୍ବା ପୋଲିସ ପିସିଆର ନମ୍ବର ଲଗାଇ କେହି ଏବି ପୋଲିସ ର ସାହାଯ୍ୟ ନେଇ ପାରିବ ବୋଲି ଏସ୍ପି କହିଛନ୍ତି ।
ବାଇଟ ସନ୍ଦୀପ ମଦକର ଏସ ପି ବଲାଂଗୀର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.