ETV Bharat / state

ଜେଲରୁ ମେଡିକାଲ ଗଲେ ପାଟଣାଗଡ ବିଧାୟକ

କାଲି(ସୋମବାର) ଜେଲ ଯିବା ପରେ ମଙ୍ଗଳବାର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ପାଟଣାଗଡ ବିଧାୟକ ସରୋଜ ମେହେର । କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କରାଇବା ଘଟଣାରେ ଗିରଫ ହୋଇଛନ୍ତି ବିଧାୟକ ।

author img

By

Published : Jun 25, 2019, 9:34 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କାରାଇବା ଘଟଣାରେ ସୋମବାର ପାଟଣାଗଡ ବିଧାୟକ ସରୋଜ ମେହେର ଗିରଫ ହୋଇଥିଲେ । ତାଙ୍କୁ ସାତଦିନ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ଏଡିଜେଏମ ସ୍ଵତନ୍ତ୍ର କୋର୍ଟ । ପାଟଣାଗଡ ଉପ କାରାଗାରରେ ବିଚାରଧୀନ କଏଦୀ ଭାବରେ ଥିଲେ ବିଧାୟକ ସରୋଜ ମେହେର । ତେବେ ଆଜି(ମଙ୍ଗଳାବର) ସନ୍ଧ୍ୟାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଥିବାରୁ ତାଙ୍କୁ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କାରଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବିଭିନ୍ନ ପରୀକ୍ଷା ନିରୀକ୍ଷା କରି ଡାକ୍ତର ମାନେ ବିଧାୟକଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି । ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା କେଉଁ କାରଣରୁ ବିଗିଡିଛି ତାହା ପରେ ଜଣା ପଡ଼ିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ବିଧାୟକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିବାବେଳେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସେପଟେ ଜେଲ ଯାଉ ଯାଉ କାହିଁକି ବିଧାୟକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଲା ସେନେଇ ସାଧାରଣରେ ହେଉଛି ଚର୍ଚ୍ଚା । ତେବେ ଏହା ପଛରେ ପ୍ରକୃତ କାରଣ କଣ ତାହା ତ ଡାକ୍ତରୀ ରିପୋର୍ଟ ପରେ ସ୍ପଷ୍ଟ ହୋଇଯିବ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ସ୍କ ଗ୍ ଗିରଫ ହୋଇ ଜେ ରେ ଥିବା ପାଟଣା ଗଡ ବିଧାୟକ ଅସୁସ୍ଥତା କାରଣରୁ ଡାକ୍ତର ଖାନାରେ ଭର୍ତି
ରିପୋର୍ଟ୍ ଶେଖ୍ ମହମ୍ମଦ ୱାହିଦ୍ଦ
ସ୍ଥାନ ବଲାଙ୍ଗିର 
ତାରିଖ ୨୬_୬_୧୯
ଫର୍ମାଟ ଏଭିଓ
ଏଙ୍କର୍
       ଗତକାଲି ପାଟଣା ଗଡ ବିଧାୟକ ସରୋଜ ମେହେର ଜେ ଇ ଙ୍କୁ ଉଠ ବସ୍ କରିବା ମାମଲରେ ଗିରଫ ହୋଇ ସାତ୍ ଦିନ ବିଚାର ବିଭାଗୀୟ ହାଜ୍ ତ୍ କୁ ପଠାଇ ଥିଲେ ଏଡି ଜେ ସ୍ଵତନ୍ତ୍ର କୋର୍ଟ । ଏବଂ ଏଥିରେ ସେ ପାଟଣା ଗଡ ଉପ କାରାଗାର ରେ ବିଚାର ଧୀନ କଏଦୀ ଭାବରେ ଥିଲେ । ତେବେ ଆଜି ସନ୍ଧ୍ୟାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଥିବାରୁ ତାଙ୍କୁ ପାଟଣା ଗଡ ଡାକ୍ତର ଖା ନାଆରେ ଭର୍ତି ହୋଇଛନ୍ତି । ଏବଂ ତାଙ୍କ ଏଠି ବିଭିନ୍ନ ପରୀକ୍ଷା ନିରୀକ୍ଷା ଚାଲିଥିବା ବେଳେ ଡାକ୍ତର ମାନେ ଚିକିତ୍ସା ଆରମ୍ଭ କରିଛନ୍ତି । ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା କେଉଁ କାରଣରୁ ବିଗିଡିଛି ତାହା ପରେ ଜଣା ପଡ଼ିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ସେପଟେ ତାଙ୍କୁ ଡାକ୍ତର ଖନାରେ ଭର୍ତି କରା ଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ୍ ବ୍ୟବସ୍ଥା ଗ୍ରହଣ କରା ଯାଇଛି । 

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.