ETV Bharat / state

ବଲାଙ୍ଗୀର ଗସ୍ତରେ 5T ସଚିବ, ପରଖିଲେ ଭିତ୍ତିଭୂମି - ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ଅଚାନକ ବଲାଙ୍ଗୀର ଗସ୍ତ କରିଛନ୍ତି 5T ସଚିବ । ମେଡିକାଲ କଲେଜ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି ପାଣ୍ଡିଆନ୍ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Nov 7, 2019, 12:51 PM IST

ବଲାଙ୍ଗୀର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି କେ ପାଣ୍ଡିଆନଙ୍କ ଅଚାନକ ବଲାଙ୍ଗୀର ମେଡିକାଲ ପରିଦର୍ଶନ କରିଛନ୍ତି। ଏହି ଗସ୍ତରେ ମା ଓ ଶିଶୁ ବିଭାଗ ସହ ଭେଷଜ ଓ କର୍କଟ ବିଭାଗ ବୁଲି ଦେଖିବା ସହ ରୋଗୀଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ନିରାମୟ ଯୋଜନା, ରନ୍ଧା ଖାଦ୍ୟ ଇତ୍ୟାଦି ସୁବିଧାର ସମୀକ୍ଷା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଗୁରୁବାର ଫ୍ଲାଇଟ ଯୋଗେ ବଲାଙ୍ଗୀର ତୁସୁରା ବିମାନ ବନ୍ଦରରେ ପହଞ୍ଚିଥିଲେ । ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ । ତାଙ୍କ ସହ ଓଡିଶା ମୁଖ୍ୟ ଶାସନ ସଚିବ, ଏନଆର ଏଚ ଏମର ମିଶନ ନିର୍ଦ୍ଦେଶିକା ପ୍ରମୁଖ ଏହି ଗସ୍ତରେ ସାମିଲ ଥିଲେ। ତେବେ ଏହି ଗସ୍ତରେ ସେ ପ୍ରଥମେ ମା ଓ ଶିଶୁ ବିଭାଗ ସହ ଭେଷଜ ଓ କର୍କଟ ବିଭାଗ ବୁଲି ଦେଖିବା ସହ ରୋଗୀଙ୍କ ସହ ଆଲୋଚନା କରିଛନ୍ତି ।

ସମସ୍ତ ସମୀକ୍ଷା ସାରିବା ପରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ଏଥିରେ ସବୁ ଡାକ୍ତରଙ୍କ ସମେତ କଲେଜ ଡିନ୍, ସୁପରିଟେଣ୍ଡେଣ୍ଟ, ଜିଲ୍ଲାପାଳ ଓ ଏସପି ପ୍ରମୁଖ ଏଥିରେ ସାମିଲ ଥିଲେ । ତେବେ ଏହି ଆଲୋଚନାରେ ଏଠାକାର ଭିତ୍ତିଭୂମି ପରଖି ଥିବାର ଜଣା ପଡ଼ିଛି । ସେହିପରି ଅଭାବ ଥିବା ଡାକ୍ତର, ନର୍ସ ଓ ଟେକନିସିଆନ୍ ପଦବୀ ପୂରଣ କରିବା ପାଇଁ ପଦକ୍ଷେପ ନେବେ ବୋଲି ଆଶା ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ଆଜି ଅଚାନକ ଭାବରେ ମୁଖ୍ୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5 ଟି ସଚିବ ବଲାଂଗୀର ଗସ୍ତରେ ଆସି ବଲାଂଗୀର ମେଡିକାଲ କଲେଜ ପରିଦର୍ଶନ କରି ଫେରି ଯାଇଛନ୍ତି। ଏହି ଗସ୍ତରେ ସେ ମା ଓ ଶିଶୁ ବିଭାଗ ସହ ଭେଷଜ ଓ କର୍କଟ ବିଭାଗ ବୁଲି ଦେଖିବା ସହ ରୋଗୀଙ୍କ ସହ ଆଲୋଚନା ବକରିଛନ୍ତି। ଏବଂ ଏଠିକାର ନିରାମୟ ଯୋଜନା,ରନ୍ଧା ଖାଦ୍ୟ ଇତ୍ୟାଦି ସୁବିଧା ଉପରେ ସମିକ୍ଷା କରିଛନ୍ତି ।

Body:ଆଜି ଅଚାନକ ଭାବରେ ମୁଖ୍ୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5 ଟି ସଚିବ ଭି କେ ପାଣ୍ଡିଆନ ବଲାଂଗୀର ଗସ୍ତରେ ଆସି ବଲାଂଗୀର ମେଡିକାଲ କଲେଜ ପରିଦର୍ଶନ କରି ଫେରି ଯାଇଛନ୍ତି। ଆଜି ସେ ଏରୋ ପ୍ଲେନ ଯୋଗେ ବଲାଂଗୀର ତୁସୁରା ବିମାନ ବନ୍ଦର ରେ ଓଲ୍ହାଇ ବଲାଂଗୀର ଭୀମ ଭୋଇ ମେଡିକାଲ କଲେଜରେ ପହଂଚି ଥିଲେ । ତାଙ୍କ ସହ ଓଡିଶା ମୁଖ୍ୟ ଶାସନ ସଚିବ, ଏନଆର ଏଚ ଏମ ର ମିଶନ ଦିର୍ଦେଶୀକା ପ୍ରମୁଖ ଏହି ଗସ୍ତ ରେ ସାମିଲ ଥିଲେ। ତେବେ ଏହି ଗସ୍ତରେ ସେ ପ୍ରହମେ ମା ଓ ଶିଶୁ ବିଭାଗ ସହ ଭେଷଜ ଓ କର୍କଟ ବିଭାଗ ବୁଲି ଦେଖିବା ସହ ରୋଗୀଙ୍କ ସହ ଆଲୋଚନା କରିଛନ୍ତି। ଏବଂ ଏଠିକାର ନିରାମୟ ଯୋଜନା,ରନ୍ଧା ଖାଦ୍ୟ ଇତ୍ୟାଦି ସୁବିଧା ଉପରେ ସମିକ୍ଷା କରିଛନ୍ତି । ସେହିପରି ସେ ସମୀକ୍ଷା ସାରିବା ପରେ ଡାକ୍ତର ମାନଙ୍କ ସହ ଆଲୋଚନା କରିଥିଲେ । ଯେଉଁଥିରେ ସବୁ ଡାକ୍ତରଙ୍କ ସମେତ କଲେଜ ଦିନ, ସୁପରିଟେଣ୍ଡେନ୍ତ, ଜିଲ୍ଲାପାଳ ଓ ଏସପି ପ୍ରମୁଖ ଏଥିରେ ସାମିଲ ଥିଲେ। ତେବେ ଏହି ଆଲୋଚନାରେ ସେ ଏଠିକାର ଭିତ୍ତି ଭୂମି ପରଖି ଥିବାର ଜଣା ପଡ଼ିଛି। ସେହି ପରି ଏଠି ଅଭାବ ଥିବା ଡାକ୍ତର, ନର୍ସ ଓ ଟେକ୍ନିସିଏନ ପଦବୀ ପୂରଣ କରିବା ପାଇଁ ପଦକ୍ଷେପ ନେବେ ବୋଲି ସମସ୍ତେ ଆଶା ବାଡ଼ି ଅଛନ୍ତି ।
ବାଇଟ ଅରିଂଦମ ଡାକୁଆ ଜିଲ୍ଲାପାଳ ବଲାଂଗୀର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.