ETV Bharat / state

ଡିସେମ୍ବର 27ରେ ବଲାଙ୍ଗୀର ଆସିବେ ଉପରାଷ୍ଟ୍ରପତି - ଭେଙ୍କେୟା ନାଇଡୁ

ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ମହାମହିମ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଗସ୍ତ ଅବସରରେ ସେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

vice president visit preparation
ଆସନ୍ତା 27ରେ ବଲାଙ୍ଗୀରେ ଆସିବେ ଭେଙ୍କିୟା ନାଇଡୁ
author img

By

Published : Dec 25, 2019, 10:29 PM IST

ବଲାଙ୍ଗୀର: ଆଉ ଦିନକ ପରେ ମହାମହିମ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବଲାଙ୍ଗୀର ଗସ୍ତରେ ଆସିବେ। ଏଥିପାଇଁ ବ୍ୟାପକ ଆୟୋଜନ କରାଯାଇଛି। ପ୍ରଥମେ ବଲାଙ୍ଗୀର ବରକାନି ଗାଁରେ ନିର୍ମିତ ହୋଇଥିବା ଭାରତ ପେଟ୍ରୋଲିୟର ଗ୍ୟାସ ବଟଲିଂ ପ୍ଲାଣ୍ଟ ସହ ରାଜେନ୍ଦ୍ର ୟୁନିଭର୍ସିଟି ପ୍ଲାଟିନମ ଜୁବଲୀ ସମାରୋହର ଯୋଗଦେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଡିସେମ୍ବର 27ରେ ବଲାଙ୍ଗୀର ଆସିବେ ଉପରାଷ୍ଟ୍ରପତି

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ପ୍ଲାଟିନମ ଜୁବଲୀକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି। ସବୁ ଛାତ୍ରଛାତ୍ରୀ ରାଜେନ୍ଦ୍ର ଭିଏନ ଭାବରେ ସଙ୍ଗଠନ କରି ପ୍ଲାଟିନମ ଜୁବଲି ପାଇଁ ପ୍ରସ୍ତୁତି କରିଛନ୍ତି। ପାଞ୍ଚ ଦିନ ଧରି ଏହି ପ୍ଲାଟିନମ ଜୁବୁଲି ପାଳିତ ହେବାକୁ ଥିବାବେଳେ ଉପରାଷ୍ଟ୍ରପତି ପ୍ରଥମ ଦିନ ଏହାର ଉଦଘାଟନ କରିବେ। ତାଙ୍କ ସ୍ବାଗତ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାର କହିଛନ୍ତି ପୁରାତନ ଛାତ୍ର ସଙ୍ଗଠନର କର୍ମକର୍ତ୍ତା।

ବଲାଙ୍ଗୀରରୁ ସେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ଆଉ ଦିନକ ପରେ ବଲାଂଗୀର ଗସ୍ତରେ ଆସିବେ ମହାମହିମ ଉପ ରାଷ୍ଟ୍ରପତି କେ ଭେଂକିୟା ନାୟଡୁ। ଜାହାପାଇଁ ବଲାଂଗିରରେ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏବଂ ତାଙ୍କୁ ସ୍ବାଗତ ପାଇଁ ସବୁ ସଜେଇ ହେଉଛି ।

Body:ଆଉ ଦିନକ ପରେ ବଲାଂଗୀର ଗସ୍ତରେ ଆସିବେ ମହାମହିମ ଉପ ରାଷ୍ଟ୍ରପତି କେ ଭେଂକିୟା ନାୟଡୁ। ଜାହାପାଇଁ ବଲାଂଗିରରେ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଆସନ୍ତା 27 ତାରିଖରେ ଉପ ରାଷ୍ଟ୍ରପତି ବଲାଂଗୀର ଗସ୍ତରେ ଆସିବେ । ଏବଂ ପ୍ରଥମେ ସେ ବଲାଂଗୀର ବରକାନି ଗ୍ରାମରେ ନିର୍ମିତ ହୋଇଥିବା ଭାରତ ପେଟ୍ରୋଲୀୟମର ଗେଶ ବୋତଲିଂ ପ୍ଲାଣ୍ଟ ଉଦଘାଟନ କରିବେ । ସେହିପରି ଏହାପରେ ସେ ବଲାଂଗୀର ରାଜେନ୍ଦ୍ର ୟୁନିଭେର୍ସିଟି ପ୍ଲାଟିନମ ଯୁବଲି ସମାରୋହ ର ଉଦ୍ଘାଟନ କରିବେ । ଜାହାପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ସବୁ ନୂଆ ଭାବରେ ସଜେଇ ହେଉଛି ବୋଲି କଲେଜ କାର୍ତ୍ତୁପକ୍ଷ୍ୟ କହିଛନ୍ତି ।
ବାଇଟ ବିକାଶ ଜେନା ପ୍ରିନ୍ସିପାଳ ରାଜେନ୍ଦ୍ର କଲେଜ
ଗୋଟିଏ ପଟେ ରାଜେନ୍ଦ୍ର ୟୁନିଭରସିଟି ନିଜର ପ୍ଲାଟିନମ ଯୁବଲି ମାନୁଥିବା ବେଳେ ଏହାର ଛାତ୍ର ଛାତ୍ରୀ ଓ ପୁରାତନ ଛାତ୍ର ମାନଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି। ଏବଂ ସବୁ ଛାତ୍ର ଛୋତ୍ରି ରାଜେନ୍ଦ୍ର ଭିଏନ ଭାବରେ ସଂଗଠନ କରି ଏହା ପ୍ଲାଟିନମ ଯୁବଲି ପାଇଁ ପ୍ରସ୍ତୁତି ଜୋର କରିଛନ୍ତି। ଏଥିରେ ପାଞ୍ଚ ଦିନ ଧରି ଏହି ପ୍ଲାଟିନମ ଯୁବଲି ପାଳନ ହେବାକୁ ଥିବା ବେଳେ ଉପ ରାଷ୍ଟ୍ରପତି ପ୍ରଥମ ଦିନ ଏହାର ଉଦ୍ଘାଟନ କରିବେ । ଏବଂ ତାଙ୍କ ସ୍ୱାଗତ ପାଇଁ। ଏହି ଛାତ୍ର ସଂଗଠନ ସମ୍ପୂର୍ଣ ପ୍ରସ୍ତୁତ ଥିବାର କହିଛନ୍ତି ପୁରାତନ ଛାତ୍ର ସଂଗଠନ ର କର୍ମ କର୍ତ୍ତା ମାନେ ।
ବାଇଟ ଲଳିତ ନାୟକ ଆବାହକ ପୁରାତନ ଛାତ୍ର ସଂଗଠନ

Conclusion:ବଲାଙ୍ଗୀରରେ ଉପରାଷ୍ଟ୍ର ପତିଙ୍କ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ଅଛି । ଜାହାପାଇଁ ପ୍ରଶାସନ ଓ ପୋଲିସ ପକ୍ଷ୍ୟରୁ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.