ETV Bharat / state

ବଲାଙ୍ଗୀରରେ ପୁଣି 3 କୋରୋନା ପଜିଟିଭ

author img

By

Published : Jun 17, 2020, 7:59 PM IST

ବଲାଙ୍ଗୀରରେ ପୁଣି 3 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 147ରେ ପହଞ୍ଚିଛି ।

new 3 covid positive found in bolangir
new 3 covid positive found in bolangir

ବଲାଙ୍ଗୀର: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ବୁଧବାର ପୁଣି ତିନି ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଗଙ୍ଗା ସାଗର ଗ୍ରାମରୁ ଏହି ତିନି ଜଣ କୋରୋନା ଆକ୍ରାନ୍ତ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ବଲାଙ୍ଗୀରରେ ପୁଣି 3 କୋରୋନା ପଜିଟିଭ

ଏହି ଆକ୍ରାନ୍ତ ମାନେ ନିକଟରେ ବାହାର ରାଜ୍ୟରୁ ଫେରି ସଂଗରୋଧ କେନ୍ଦ୍ରରେ ଥିଲେ । ତେବେ ସମସ୍ତ ଆକ୍ରାନ୍ତଙ୍କୁ କିମ୍ସ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 147ରେ ପହଞ୍ଚିଛି । ତେବେ 147 ଆକ୍ରାନ୍ତଙ୍କ ମଧ୍ୟରୁ 126 ଜଣ ସୁସ୍ଥ ହୋଇ ଫେରିଥିବା ବେଳେ 21 ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.