ETV Bharat / state

କୋଭିଡ ମେଡିକାଲରେ ଅବହେଳା, ଭିଡିଓ ଭାଇରାଲ - neglect of treatment in covid hospital

ବଲାଙ୍ଗୀରରେ କୋଭିଡ ମେଡିକାଲରେ ଚିକିତ୍ସାରେ ଅବହେଳା କରାଯାଉଥିବା ଅଭିଯୋଗ। ଭିଡିଓ ଭାଇରାଲ । ଅଧିକ ପଢନ୍ତୁ...

neglect of treatment in covid hospital
କୋଭିଡ ମେଡିକାଲରେ ଚିକିତ୍ସାରେ ଅବହେଳା, ଭିଡିଓ ଭାଇରାଲ
author img

By

Published : Aug 4, 2020, 7:39 AM IST

ବଲାଙ୍ଗୀର: କୋଭିଡ ମେଡିକାଲରେ ଚିକିତ୍ସାରେ କରାଯାଉଛି ଅବହେଳା। ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀରରୁ । ଜିଲ୍ଲାରେ ଥିବା କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କିମସ ଡାକ୍ତରଖାନା ପ୍ରତିଷ୍ଠା ହୋଇଛି। ତେବେ ଏହି ଡ଼ାକ୍ତରଖାନାରେ ଚିକିତ୍ସାରେ ଅବହେଳା କରାଯାଉଥିବାର ଅଭିଯୋଗ ହୋଇଛି । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି ।

କୋଭିଡ ମେଡିକାଲରେ ଚିକିତ୍ସାରେ ଅବହେଳା, ଭିଡିଓ ଭାଇରାଲ

ତେବେ ,ଭିଡ଼ିଓରେ ଜଣେ ଡାକ୍ତର ରୋଗୀଙ୍କ ଚିକିତ୍ସାରେ ଅବହେଳା କରୁଥିବା ଦେଖିବାକୁ ମିଳିଛି । ସେପଟେ, ଏହି ଅଭିଯୋଗକୁ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।

ବଲାଙ୍ଗୀରରୁ ସେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.