ETV Bharat / state

ବଲାଙ୍ଗୀରରେ ଜାତୀୟ ପ୍ରେସ ଦିବସ ପାଳିତ - ଜାତୀୟ ପ୍ରେସ ଦିବସ

ବଲାଙ୍ଗୀରରେ ଆଜି ଜିଲ୍ଲା ପ୍ରଶାସନ ଓ ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସାମ୍ବାଦିକ ଭବନରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଅଧିକ ପଢ଼ନ୍ତୁ

ବଲାଙ୍ଗୀରରେ ଜାତୀୟ ପ୍ରେସ ଦିବସ ପାଳିତ
ବଲାଙ୍ଗୀରରେ ଜାତୀୟ ପ୍ରେସ ଦିବସ ପାଳିତ
author img

By

Published : Nov 17, 2022, 8:45 AM IST

ବଲାଙ୍ଗୀର: ଜିଲ୍ଲା ପ୍ରଶାସନ ଓ ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସାମ୍ବାଦିକ ଭବନରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ, ଏସପି, ଲୋକ ସମ୍ପର୍କ ଓ ସୂଚନା ଅଧିକାରୀଙ୍କ ସହିତ ଜିଲ୍ଲା ସାମ୍ବାଦିକ ସଂଘର ସଦସ୍ୟ ତଥା ସବୁ ସାମ୍ବାଦିକ ଉପସ୍ଥିତ ଥିଲେ ।

ବଲାଙ୍ଗୀରରେ ଜାତୀୟ ପ୍ରେସ ଦିବସ ପାଳିତ

ଏହି ଅବସରରେ ଦେଶ ଗଢିବାରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା ହୋଇଥିଲା । ଯେଉଁଥିରେ ଗଣଙ୍କ ମାଧ୍ୟମ ଥିବା ଗଣମାଧ୍ୟମ କେମିତି ଖବର ପ୍ରସାରିତ କରି ଦେଶ ଗଢିବାରେ ସହାୟକ ହେଉଛି ତାକୁ ନେଇ ସମସ୍ତେ ମତ ରଖିଥିଲେ । ସେହିପରି ଏହି ଅବସରରେ ବଲାଙ୍ଗୀର ଏସପି ନୀତିନ କୁସଲକର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଏହାମଧ୍ୟ ପଢ଼ନ୍ତୁ. ଫୁଲବାଣୀରେ ଜାତୀୟ ପ୍ରେସ ଦିବସ ପାଳିତ

ଏହାସହ ସମସ୍ତ ସାମ୍ବାଦିକ ତାଙ୍କ କର୍ତ୍ତବ୍ୟ ଜାରି ରଖନ୍ତୁ ବୋଲି କହିଥିଲେ । ସମାନ ଭାବରେ ଜିଲ୍ଲାପାଳ ମଧ୍ୟ ବଲାଙ୍ଗୀର ସାମ୍ବାଦିକଙ୍କୁ ତାଙ୍କ କାର୍ଯ୍ୟ ପାଇଁ ପ୍ରଶଂସା କରିବା ସହ ଜିଲାର ବିଭିନ୍ନ ଖବର ସମସ୍ୟା ସାମ୍ନାକୁ ଆଣିବାରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.