ETV Bharat / state

ରାସ୍ତାକଡରେ ପିପିଇ କିଟ୍ ଠାବ, ସଂକ୍ରମଣ ଭୟରେ ସ୍ଥାନୀୟ ବାସିନ୍ଦା

author img

By

Published : Apr 27, 2021, 10:09 AM IST

ବଲାଙ୍ଗୀର ରାସ୍ତାକଡରେ ପିପିଇ କିଟ୍ ପଡିଥିବାରୁ ସ୍ଥାନୀୟ ଲୋକମାନେ ସଂକ୍ରମଣ ପାଇଁ ଭୟଭୀତ ରହିଛନ୍ତି । ଅଧିକ ପଢନ୍ତୁ...

ରାସ୍ତାକଡରେ ପିପିଇ କୀଟ ଠାବ, ସଂକ୍ରମଣ ଭୟରେ ସ୍ଥାନୀୟ ବାସିନ୍ଦା

ବଲାଙ୍ଗୀର: ଜିଲ୍ଲାର ଲାଲ ବସତି ଅଞ୍ଚଳରେ ରାସ୍ତା କଡରେ ପଡିଛି ପିପିଇ କିଟ୍ । ଯାହାକୁ ନେଇ ସଂକ୍ରମଣ ଭୟରେ ରହିଛନ୍ତି ଅଞ୍ଚଳବାସୀ । ମହାମାରୀର ଭୟଙ୍କର ସ୍ଥିତିରେ ଏଭଳି ରାସ୍ତାକଡରେ ପିପିଇ କିଟ୍ ଦେଖି ସ୍ଥାନୀୟ ଡାକ୍ତରୀ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି ।

ଗୋଟିଏ ପଟେ ଜିଲ୍ଲାରେ କୋରୋନା ମହାମାରୀ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ସରକାର ଓ ପ୍ରଶାସନ ଲୋକଙ୍କୁ ସତର୍କ ରହିବା ସହ କୋଭିଡ ନିୟମ ମାନିବାକୁ କହିଛି । ହେଲେ ଅନ୍ୟପଟେ କୋରୋନା ପାଇଁ ବ୍ୟବହୃତ ପିପିଇ କିଟ୍ ଏଣେତେଣେ ପଡିଥିବାର ଦେଖିବାକୁ ମିଳୁଛି। କେବଳ ସହର ନୁହେଁ ଗ୍ରାମାଞ୍ଚଳ ଓ ଲାକ ବସତି ଅଞ୍ଚଳରେ ରାସ୍ତା ଉପରେ ଏହି ପିପିଇ କିଟ୍ ପଡିଥିବାର ଦେଖିବାକୁ ମିଳିଛି।

ଯାହାକୁ ନେଇ ଲୋକେ ଭୟଭୀତ ଥିବା ବେଳେ ଏହାଦ୍ବାରା କୋରୋନା ବ୍ୟାପିବାର ସମ୍ଭାବନା ରହିଥିବାରୁ ଲୋକେ ଅଭିଯୋଗ କରିଛନ୍ତି । ସମାନ ଭାବରେ ପ୍ରଶାସନ କିମ୍ବା ମେଡ଼ିକାଲ କର୍ତ୍ତୃପକ୍ଷ ଡାକ୍ତରୀ ଆବର୍ଜନାର ସଠିକ ପରିଚାଳନା କରୁନଥିବା ଲୋକମାନେ ଅଭିଯୋଗ କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.