ETV Bharat / state

ପରୀକ୍ଷା ଦେବାରୁ ବଞ୍ଚିତ ହୋଇ ଧାରଣାରେ ବିଇଡି ଓ ଏମ୍‌ଇଡି ଛାତ୍ରଛାତ୍ରୀ - କଲେଜ ସମ୍ମୁଖରେ ଧାରଣା

ମଙ୍ଗଳବାର ବିଭିନ୍ନ ଦାବି ନେଇ କଲେଜ ସମ୍ମୁଖରେ ଧାରଣା ଦେଇଥିଲେ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ପାଠ ପଢ଼ୁଥିବା ସମସ୍ତ ସମନ୍ବିତ ବିଇଡି ଓ ଏମ୍‌ଇଡି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ..

ପରିକ୍ଷାରୁ ବାଦ୍‌ ନେଇ ବିଇଡି ଓ ଏମ୍‌ଏ ଛାତ୍ରଛାତ୍ରୀ ଧାରଣା
ପରିକ୍ଷାରୁ ବାଦ୍‌ ନେଇ ବିଇଡି ଓ ଏମ୍‌ଏ ଛାତ୍ରଛାତ୍ରୀ ଧାରଣା
author img

By

Published : Nov 26, 2019, 8:24 PM IST

ବଲାଙ୍ଗୀର: ଜିଲ୍ଲାର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ପାଠ ପଢ଼ୁଥିବା ସମସ୍ତ ସମନ୍ବିତ ବିଇଡି ଓ ଏମ୍‌ଇଡି ଛାତ୍ରଛାତ୍ରୀଙ୍କ ମଙ୍ଗଳବାର ବିଭିନ୍ନ ଦାବି ନେଇ କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି ।

ପରିକ୍ଷାରୁ ବାଦ୍‌ ନେଇ ବିଇଡି ଓ ଏମ୍‌ଏ ଛାତ୍ରଛାତ୍ରୀ ଧାରଣା

ତେବେ ଏମାନଙ୍କୁ ଶିକ୍ଷକତା ପାଇଁ ରାଜ୍ୟରେ ଆବଶ୍ୟକ ପଡୁଥିବା ସବୁ ପରୀକ୍ଷାରୁ ବାଦ୍‌ ଦିଆଯାଇଥିବାରୁ ଛାତ୍ରଛାତ୍ରୀ ଆନ୍ଦୋଳନ କରୁଛନ୍ତି । ଏହାସହ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଛାତ୍ରଛାତ୍ରୀ ପଢ଼ୁଥିବା ସମନ୍ବିତ ବିଇଡି ଓ ଏମ୍‌ଇଡି ପାଠ୍ୟକ୍ରମ ଓଡିଶା ସରକାରଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ବିଇଡି ଓ ଏମ୍‌ଇଡି ପାଠ୍ୟ ଖସଡ଼ା ସହିତ ସମାନ ଅଟେ । ତେବେ ଏମାନଙ୍କୁ ରାଜ୍ୟ ସରକାରଙ୍କ ଶିକ୍ଷକ ପଦବୀ ଟିଜିଟିଓ ପିଜିଟି ପଦବୀ ପାଇଁ ଆବଶ୍ୟକ ପଡୁଥିବା ପ୍ରବେଶିକା ପରିକ୍ଷା ଓଟିଇଟି, ଓଏସଏସଟିଇଟି, ସିଟିଇଟି ପରୀକ୍ଷା ଦେବାରୁ ଅଯୋଗ୍ୟ କରାଯାଇଛି । ଯାହାକୁ ନେଇ ଛାତ୍ରଛାତ୍ରୀ ତୀବ୍ର ବିରୋଧ କରିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:ବଲାଂଗୀର ରାଜେନ୍ଦ୍ର ୟୁନିଭର ସିଟି ରେ ପାଠ ପଢ଼ୁଥିବା ସମସ୍ତ ସମନ୍ବିତ ବିଇଡି ଓ ଏମ ଏ ଛାତ୍ର ଛାତ୍ରୀ ଆଜି ବିଭିନ୍ନ ଦାବି ନେଇ କଲେଜ ସମ୍ମୁଖରେ ଧାରଣା ଦେଇଥିଲେ। ତେବେ ଏମାନଙ୍କୁ ଶିକ୍ଷ୍ୟକତା ପାଇଁ ରାଜ୍ୟରେ ଆବଶ୍ୟକ ପଡୁଥିବା ସବୁ ପରିକ୍ଷ୍ୟା ରୁ ବଡ ଦିଆ ଯାଇଥିବାରୁ ଏମାନେ ଏହି ଆନ୍ଦୋଳନ କରୁଛନ୍ତି । ତେବେ ତାଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ଏମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

Body:ବଲାଂଗୀର ରାଜେନ୍ଦ୍ର ୟୁନିଭର ସିଟି ରେ ପାଠ ପଢ଼ୁଥିବା ସମସ୍ତ ସମନ୍ବିତ ବିଇଡି ଓ ଏମ ଏ ଛାତ୍ର ଛାତ୍ରୀ ଆଜି ବିଭିନ୍ନ ଦାବି ନେଇ କଲେଜ ସମ୍ମୁଖରେ ଧାରଣା ଦେଇଥିଲେ। ତେବେ ଏମାନଙ୍କୁ ଶିକ୍ଷ୍ୟକତା ପାଇଁ ରାଜ୍ୟରେ ଆବଶ୍ୟକ ପଡୁଥିବା ସବୁ ଏଣ୍ଟ୍ରାନ୍ସ ପରିକ୍ଷ୍ୟା ରୁ ବାଦ ଦିଆ ଯାଇଥିବାରୁ ଏମାନେ ଏହି ଆନ୍ଦୋଳନ କରୁଛନ୍ତି । ତେବେ ଏମାନେ ପାଠ ପଢ଼ୁଥିବା ସମନ୍ବିତ ବିଇଡି ଓ ଏମ ଏ ପାଠ୍ୟକ୍ରମ ଓଡିଶା ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ବିଇଡି ଓ ଏମ ଏ ପାଠ୍ୟ ଖସଡ଼ା ସହିତ ସମାନ ଅଟେ । ତେବେ ଏମାନଙ୍କୁ ରାଜ୍ୟ ସରକାରଙ୍କ ଶିକ୍ଷ୍ୟକ ପଦବୀ ଟି ଜି ଟି ଓ ପିଜିଟି ପଦବୀ ପାଇଁ ଆବଶ୍ୟକ ପଡୁଥିବା ପ୍ରବେଶିକା ପରିକ୍ଷ୍ୟା ଓଟିଇଟି, ଓଏସ ଏସ ଟି ଇ ଟି ଓ ସି ଟି ଇ ଟି ପରୀକ୍ଷା ଦେବାରୁ ଅଯୋଗ୍ୟ କରାଅ ଯାଇଛି। ଯାହାକୁ ନେଇ ଏମାନେ ତୀବ୍ର ବିରୋଡ଼ କରିଛନ୍ତି। ସେପଟେ ଏମାନେ ଲକ୍ଷ୍ୟଧିକ ଟଙ୍କା ଖର୍ଚ୍ଚ କରି ଏହି ପାଠ ପଢ଼ୁଥିବା ବେଳେ ସମସ୍ତଙ୍କର ଭାଗ୍ୟ ଏବେ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ବୋଲି ଏମନେ ଅଭିଯୋଗ କରିଛନ୍ତି । ଏବଂ ଏହା ବିରୋଧରେ ଏମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ଇଜି ରାଜେନ୍ଦ୍ର ୟୁନିଭେର୍ସିଟି ସମ୍ମୁଖରେ ଧାରଣାରେ ବସିଥିଲେ। ତେବେ ଏମାନଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ଏମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି ।
ବାଇଟ ଆନ୍ଦୋଲନ କାରି ଛାତ୍ର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.