ETV Bharat / state

ବଲାଙ୍ଗୀରରେ ଦୁଇ କୋରୋନା ଯୋଦ୍ଧାଙ୍କ ସହ ବିଏସଏଫ ଯବାନ କୋରୋନା ପଜିଟିଭ

author img

By

Published : Jul 29, 2020, 6:14 PM IST

ବଲାଙ୍ଗୀର ଜିଲ୍ଲାରେ ବୁଧବାର 26 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4ଶହ ଟପିଛି । ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ କୋରୋନା ଯୋଦ୍ଧା ଓ ଜଣେ ବିଏସଏଫ ଯବାନ ରହିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଅଧିକ ପଢନ୍ତୁ...

ବଲାଙ୍ଗୀରରେ ଦୁଇ କୋରୋନା ଯୋଦ୍ଧାଙ୍କ ସହ ବିଏସଏଫ ଯବାନ କୋରୋନା ପଜିଟିଭ
ବଲାଙ୍ଗୀରରେ ଦୁଇ କୋରୋନା ଯୋଦ୍ଧାଙ୍କ ସହ ବିଏସଏଫ ଯବାନ କୋରୋନା ପଜିଟିଭ

ବଲାଙ୍ଗୀର: ଜିଲ୍ଲାରେ ବୁଧବାର 26 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4ଶହ ଟପିଛି । ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ କୋରୋନା ଯୋଦ୍ଧା ଓ ଜଣେ ବିଏସଏଫ ଯବାନ ରହିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ବୁଧବାର ବଲାଙ୍ଗୀର ସହର ମଧ୍ୟରୁ ଜଣେ କୋରୋନା ଯୋଦ୍ଧାଙ୍କ ସହ ଆଠ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଗଲପୁର ବ୍ଲକରୁ ଜଣେ ଘର ଫେରନ୍ତା ବିଏସଏଫ ଯବାନଙ୍କ ସହ ଚାରି ଜଣ କୋରୋନା ପଜିଟିଭ ହୋଇଛନ୍ତି। ଏହାଛଡା ଖପ୍ରାଖୋଲ ବ୍ଲକରୁ ଜଣେ, ତୁରେକେଲା ବ୍ଲକରୁ ଜଣେ, ପୁଇଁତଲା ବ୍ଲକରୁ ଦୁଇ ଜଣ, ଲୋଇସିଙ୍ଗା ବ୍ଲକରୁ ଜଣେ କୋରୋନା ଯୋଦ୍ଧାଙ୍କ ସହ ଆଠ ଜଣ ଓ ବଲାଙ୍ଗୀର ଲୁକାପଡା ଗ୍ରାମରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏହାକୁ ମିଶାଇ ବଲାଙ୍ଗୀର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 400ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 282 ଜଣ ସୁସ୍ଥ ହୋଇଥିବା ବେଳେ 118 ଜଣ ଏବେ ଚିକିତ୍ସାଧୀନ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.