ETV Bharat / state

ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର ସଇଁତଳା ଥାନା ଅନ୍ତର୍ଗତ ଡଙ୍ଗର ମୁଡ଼ା ଗ୍ରାମ ନିକଟ ଏକ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
author img

By

Published : Jun 19, 2022, 12:09 PM IST

ବଲାଙ୍ଗୀର: ବଲାଙ୍ଗୀର ସଇଁତଳା ଥାନା ଅନ୍ତର୍ଗତ ଡଙ୍ଗର ମୁଡ଼ା ଗ୍ରାମ ନିକଟ ଏକ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତ ଯୁବକ ସ୍ଥାନୀୟ ଡଙ୍ଗର ମୁଡା ଗ୍ରାମର ଚନ୍ଦ୍ର ଭୋଇ ବୋଲି ଜଣାପଡ଼ିଥିବା ବେଳେ ଯୁବତୀ ଜଣକ ମୃତ ଯୁବକର ବଡ ମାଆଙ୍କ ଝିଅ ଜାଜ୍ଞସେନି କୁଅଁର ବୋଲି ଜଣାପଡିଛି । ମୃତ ଝିଅ ଜଣକ ବଲାଙ୍ଗୀର ତୁଷୁରା ଥାନା ଅନ୍ତର୍ଗତ ନୂଆପଡ଼ା ଗ୍ରାମର ହୋଇଥିବା ବେଳେ ଦୁଇ ଜଣଙ୍କ ମଧ୍ୟରେ ଦୀର୍ଘ ବର୍ଷରୁ ପ୍ରେମ ସମ୍ପର୍କ ଥିଲା ।

ଜଙ୍ଗଲରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ଗତ ରାତିରୁ ସେମାନେ ନିଖୋଜ ଥିବାବେଳେ ଲୋକେ ତାଙ୍କ ଝୁଲନ୍ତା ମୃତଦେହ ଏହି ଜଙ୍ଗଲରେ ଦେଖି ପରିବା ଓ ପୋଲିସକୁ ଖବର ଦେଇଥିଲେ । ତେବେ ସଇଁତଳା ପୋଲିସ୍ ଏହାର ତଦନ୍ତ ଆରମ୍ଭ କରିଛି । ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସୂଚନା ଦେଇଛି । ସେହିପରି ଯୁବକର ମାଆ ତାଙ୍କ ପୁଅ ଓ ତାଙ୍କ ବଡ ଭଉଣୀଙ୍କ ଝିଅ ମଧ୍ୟରେ କେବେଠୁ ପ୍ରେମ ସମ୍ପର୍କ ଥିଲା ତାହା ସେ ଜାଣିନଥିବା କହିଛନ୍ତି । ରାତିରୁ ନିଖୋଜ ପରେ ମୃତଦେହ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ସେ ଦେଖିଥିଲେ ବୋଲି କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.