ETV Bharat / state

ଟ୍ରକରୁ 1 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ

ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ବଲାଙ୍ଗୀର ଟାଉନ୍ ପୋଲିସ  ଏକ ହାଇୱା ଟ୍ରକରୁ ବିପୁଳ ଗଞ୍ଜେଇ ଜବତ କରିଛି ।

author img

By

Published : Oct 12, 2019, 2:16 PM IST

Updated : Oct 12, 2019, 3:16 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ବଲାଙ୍ଗୀର ପୋଲିସକୁ ବଡ଼ ସଫଳତା । ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ବଲାଙ୍ଗୀର ଟାଉନ୍ ପୋଲିସ ଏକ ହାଇୱା ଟ୍ରକରୁ ବିପୁଳ ଗଞ୍ଜେଇ ଜବତ କରିଛି ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଟାଉନ ଥାନା ପୋଲିସ ଗୋଟିଏ ହାଇୱା ଟ୍ରକକୁ ସନ୍ଦେହରେ ଅଟକାଇଥିଲେ। ତଦନ୍ତ ପରେ ପୋଲିସ ଟ୍ରକଟିରେ ବିପୁଳ ଗଞ୍ଜେଇ ଥିବାର ଜାଣିବାକୁ ପାଇଥିଲେ। ତେବେ ଶନିବାର ସକାଳୁ ପୋଲିସ ଏ ବାବଦରେ ତଦନ୍ତ ଜାରି ରଖିଥିବାବେଳେ ଜବତ ଗଞ୍ଜେଇର ଓଜନ ଜାରି ରହିଛି ।

ଭିଡିଓସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଏହି ଗଞ୍ଜେଇ ଚିତ୍ରକୋଣ୍ଡାରୁ ସମ୍ବଲପୁର ଯାଉଥିବାର ପୋଲିସ ଜାଣିବାକୁ ପାଇଥିବାବେଳେ ଟ୍ରକ୍ ଡ୍ରାଇଭରକୁ ପୋଲିସ ଅଟକ ରଖିଛି । ସେପଟେ ଜବତ ଗଞ୍ଜେଇର ଓଜନ 30 କ୍ବିଣ୍ଟାଲରୁ ଅଧିକ ହୋଇଥିବାବେଳେ ଏହାର ମୂଲ୍ୟ 1 କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । ତେବେ ସବିଶେଷ ତଥ୍ୟ ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:ବଲାଙ୍ଗୀର ପୋଲିସ କୁ ବଡ଼ ସଫଳତା ହାଇୱ ଟ୍ରକ୍ ରୁ ବିପୁଳ ଗଞ୍ଜେଇ ଜବତBody:ବଲାଙ୍ଗୀର ପୋଲିସ କୁ ବଡ଼ ସଫଳତା ହାଇୱ ଟ୍ରକ୍ ରୁ ବିପୁଳ ଗଞ୍ଜେଇ ଜବତ
ବଲାଙ୍ଗୀର ଟାଉନ୍ ପୋଲିସ ଗତ ବିଳମ୍ବିତ ରାତିରେ ଗୋଟିଏ ହାଇୱା ଟ୍ରକକୁ ସନ୍ଦେହରେ ଅଟକାଇଥିଲେ। ତେବେ ତଦନ୍ତ ପରେ ପୋଲିସ ଏହି ଟ୍ରକ୍ ରୁ ବିପୁଳ ଗଞ୍ଜେଇ ଥିବାର ଜାଣିବାକୁ ପାଇଥିଲା। ତେବେ ଆଜି ସକାଳୁ ପୋଲିସ ଏବାବଦ୍ ରେ ତଦନ୍ତ ଜାତି ରଖିଥିବା ବେଳେ ଜବତ ଗଞ୍ଜେଇ ର ଓଜନ ଜାରି ରହିଛି। ତେବେ ଏହି ଗଞ୍ଜେଇ ଚିତ୍ର କୋଣ୍ଡରୁ ସମ୍ବଲପର ଯାଉଥିବାର ପୋଲିସ ଜାଣିବାକୁ ପାଇଥିବା ବେଳେ ଟ୍ରକ୍ ଡ୍ରାଇଭର କୁ ପୋଲିସ ଅଟକ ରଖିଛି । ସେପଟେ ଜବତ ଗଞ୍ଜେଇ ର ଓଜନ 30 କ୍ୟୁନ୍ତାଲ୍ ରୁ ଅଧିକ ହୋଇଥିବା ବେଳେ ଏହାର ମୂଳ ଏକ କୋଟି ରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରା ଯାଉଛି । ତେବେ ସବିଶେଷ ତଥ୍ୟ ତଦନ୍ତ ପରେ ଜଣା ପଡ଼ିବ ବୋଲି ପୋଲିସ ସୂଚନା ଦେଇଛି । ଏବଂ ଏତେ ପରିମାଣର ଗଞ୍ଜେଇ କାହା ପାଖକୁ କେମିତି ଚାଲାଣ ହେଉଥିଲା ତାହା ପରେ ଜଣା ପଡ଼ିବ ବୋଲି ପୋଲିସ କହିଛି। Conclusion:
Last Updated : Oct 12, 2019, 3:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.