ETV Bharat / state

'ପୂର୍ବତନ ପ୍ରଧାନମନ୍ତ୍ରୀ ଯୁଦ୍ଧପୋତରେ ଛୁଟି କାଟିନାହାଁନ୍ତି' - ଆଇଏନ୍ଏସ ବିକ୍ରାନ୍ତ ଯୁଦ୍ଧ ପୋତରେ ଛୁଟି କାଟିବା ପ୍ରସଙ୍ଗ

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆଇଏନ୍ଏସ ବିକ୍ରାନ୍ତ ଯୁଦ୍ଧ ପୋତରେ ଛୁଟି କାଟିବାକୁ ନେଇ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରସଙ୍ଗଟି ଜୋର ଧରିଥିଲା । ଅର୍ଥାତ୍ ବିନା କୌଣସି ଆଧାରରେ ଏହି କଥା କୁହାଯାଇଥିବାର ଓ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ବଦନାମ୍ କରିବା ଉଚିତ୍ ନାହିଁ ବୋଲି ସୂଚନା କର୍ମୀ କହିଛନ୍ତି । ଅଧିକ ଖବର ପଢନ୍ତୁ...

'ପୂର୍ବତନ ପ୍ରଧାନମନ୍ତ୍ରୀ ଯୁଦ୍ଧ ପୋତରେ ଛୁଟି କାଟିନାହାଁନ୍ତି'
'ପୂର୍ବତନ ପ୍ରଧାନମନ୍ତ୍ରୀ ଯୁଦ୍ଧ ପୋତରେ ଛୁଟି କାଟିନାହାଁନ୍ତି'
author img

By

Published : Nov 29, 2019, 11:36 PM IST

ବଲାଙ୍ଗୀର: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆଇଏନ୍ଏସ ବିକ୍ରାନ୍ତ ଯୁଦ୍ଧପୋତରେ ଛୁଟି କାଟିବାକୁ ନେଇ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରସଙ୍ଗଟି ଜୋର ଧରିଥିଲା । ତେବେ ଏହାକୁ ନେଇ ମିଳିଥିବା ସୂଚନା ଅନୁସାରେ ଭାରତୀୟ ସେନା ମୁଖ୍ୟାଳୟରେ ସେମିତି କିଛି ତଥ୍ୟ ନାହିଁ ।

'ପୂର୍ବତନ ପ୍ରଧାନମନ୍ତ୍ରୀ ଯୁଦ୍ଧ ପୋତରେ ଛୁଟି କାଟିନାହାଁନ୍ତି'

ଅର୍ଥାତ୍ ବିନା କୌଣସି ଆଧାରରେ ଏହି କଥା କୁହାଯାଇଥିବାର ଓ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ବଦନାମ୍ କରିବା ଉଚିତ୍ ନାହିଁ ବୋଲି ସୂଚନା କର୍ମୀ କହିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆଇ ଏନ୍ ଏସ ବିକ୍ରାନ୍ତ୍ ଯୁଦ୍ଧ ପୋତରେ ପରିବାର ସହ ଛୁଟି କାଟିବାକୁ ନେଇ ସାଧାରଣ ନିର୍ବାଚନ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା ।

ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଭାରତୀୟ ସେନା ମୁଖ୍ୟାଳୟ ତଥା ନୌସେନା ବିଭାଗକୁ ସୂଚନା ମାଗିଥିଲେ । ଯେଉଁଥିରେ ଏହି ବିଭାଗରେ ସେମିତି କୌଣସି ତଥ୍ୟ ନାହିଁ ବୋଲି ସ୍ପଷ୍ଟ କରିଛି ।

ତେବେ ନିର୍ବାଚନ ପୂର୍ବରୁ ବିଜେପି ଏଭଳି ଅଭିଯୋଗ ଆଣିଥିବା ବେଳେ ବିନା କୌଣସି ଆଧାର ରେ ଜଣେ ପ୍ରଧାନମନ୍ତ୍ରୀଙ୍କୁ ବଦନାମ୍ କରିବା ଉଚିତ୍ ନାହିଁ ବୋଲି ସୂଚନା କର୍ମୀ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀ ଆଇ ଏନ୍ ଏସ ବିକ୍ରନ୍ତ୍ ଯୁଦ୍ଧ ପୋତ ରେ ଛୁଟି କାଟିବା କୁ ନେଇ ସାଧାରଣ ନିର୍ବାଚନ ପୂର୍ବରୁ ଯୋଟଲେ ଧରିଥିଲା। ତେବେ ଏହାକୁ ନେଇ ମିଳିଥିବା ସୂଚନା ଅନୁସାରେ ଭାରତୀୟ ସେନା ମୁଖ୍ୟାଳୟରେ କୋୖଣସି ତଥ୍ୟ ନାହିଁ। ଅର୍ଥାତ୍ ବିନା କୋୖଣସି ଆଧାର ରେ ଏହି କଥା କୁହା ଯାଇଥିବାର ଓ ଜଣେ ପ୍ରଧାନ ମନ୍ତ୍ରୀଙ୍କୁ ବଦନାମ୍ କରିବା ଉଚିତ୍ ନାହିଁ ବୋଲି ସୂଚନା କର୍ମୀ କହିଛନ୍ତି ।Body:ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀ ଆଇ ଏନ୍ ଏସ ବିକ୍ରନ୍ତ୍ ଯୁଦ୍ଧ ପୋତ ରେ ଛୁଟି କାଟିବା କୁ ନେଇ ସାଧାରଣ ନିର୍ବାଚନ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା। ତେବେ ଏହାକୁ ନେଇ ମିଳିଥିବା ସୂଚନା ଅନୁସାରେ ଭାରତୀୟ ସେନା ମୁଖ୍ୟାଳୟରେ କୋୖଣସି ତଥ୍ୟ ନାହିଁ। ବଲାଂଗୀର ର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଭାରତୀୟ ସେନା ମୁଖ୍ୟାଳୟ ତଥା ଜଳ ସେନା ବିଭାଗ କୁ ସୂଚନା ମାଗିଥିଲେ। ଯେଉଁଥିରେ ଏହି ବିଭାଗ ଏମିତି କୋୖଣସି ତଥ୍ୟ ନାହିଁ ବୋଲି ସ୍ପଷ୍ଟ କରିଛି । ତେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏକ ସଭାରେ ଏହି ଅଭିଯୋଗ ଆଣିବା ସହ ରାଜୀବ ଗାନ୍ଧୀ ଓ ତାଙ୍କ ପରିବାର ଦ ଶ୍ ଦିନ ଏହି ବିକ୍ରାନ୍ତ୍ ଯୁଦ୍ଧ ପୋତ ରେ ଛୁଟି କାଟିଥିଲେ ଓ ଦେଶର ସୁରକ୍ଷା ପାଇଁ ମୁତୟନ ଥିବା ପୋତ ରେ ଏଭଳି ଛୁଟି କାତିଁବାକୁ ନିନ୍ଦା କରିଥିଲେ ହେଲେ ଏହି ତଥ୍ୟ ଆସିବା ପରେ ବିନା କୋୖଣସି ଆଧାର ରେ ଏହି କଥା କୁହା ଯାଇଥିବାର ଓ ଜଣେ ପ୍ରଧାନ ମନ୍ତ୍ରୀଙ୍କୁ ବଦନାମ୍ କରିବା ଉଚିତ୍ ନାହିଁ ବୋଲି ସୂଚନା କର୍ମୀ କହିଛନ୍ତି ।
ବାଇ ଟ ହେମନ୍ତ ପଣ୍ଡା ସୂଚନା ଅଧିକାର କର୍ମୀ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.