ETV Bharat / state

ଫସଲ ବୀମା ପାଇଁ ଚାଷୀଙ୍କ ଆମରଣ ଅନଶନ

author img

By

Published : Nov 19, 2019, 11:13 PM IST

2 ବର୍ଷର ଫସଲ ବୀମା ଦାବି କରି ଅନିର୍ଦ୍ଧିଷ୍ଟ କାଳ ପାଇଁ ଆମରଣ ଅନଶନ କରିଛନ୍ତି ବଲାଙ୍ଗୀର ଦେଓଗାଁ ବ୍ଲକର ଚାଷୀ । ଅଧିକ ପଢ଼ନ୍ତୁ...

ଫସଲ ବୀମା ପାଇଁ ଚାଷୀଙ୍କ ଆମରଣ ଅନଶନ

ବଲାଙ୍ଗୀର: ଜିଲ୍ଲାର ଦେଓଗାଁ ବ୍ଲକର ଚାଷୀ ମାନେ ଫସଲ ବୀମା ଶୀଘ୍ର ପ୍ରଦାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆମରଣ ଅନଶନରେ ବସିଛନ୍ତି ଚାଷୀ । ଦାବି ପୂରଣ ନ ହେବା ଯାଏ ଏହି ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ।

ଫସଲ ବୀମା ପାଇଁ ଚାଷୀଙ୍କ ଆମରଣ ଅନଶନ

ଗତ 2017-18 ବର୍ଷ ଓ 2018-19 ବର୍ଷରେ ଏହି ବ୍ଲକରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡି ଯୋଗୁଁ ଚାଷୀ ସର୍ବସ୍ବାନ୍ତ ହୋଇପଡିଥିଲେ । ତେବେ ସେମାନେ କରିଥିବା ଫସଲ ବୀମା ହିଁ ତାଙ୍କ ପାଇଁ ଏକ ମାତ୍ର ଭରସା ଥିଲା । ହେଲେ ସରକାରୀ ରିପୋର୍ଟ ଅନୁସାରେ ଏଠି ମରୁଡି ପଡିଥିବାର ସ୍ବୀକାରୋକ୍ତି ଥିବା ସତ୍ତ୍ବେ ଗତ ଦୁଇ ବର୍ଷର ଫସଲ ବୀମା ଚାଷୀ ଏପର୍ଯ୍ୟନ୍ତ ପାଇ ପାରି ନାହାନ୍ତି । ଏନେଇ ଅନେକ ଥର ଏମାନେ ଆନ୍ଦୋଳନ କରିବା ପରେ ଜିଲ୍ଲା ପ୍ରଶାସନ ଏକ ମାସର ଲିଖିତ ପ୍ରତିଶୃତି ଦେଇଥିଲା। ହେଲେ ଏଯାଏଁ ତାହା ପୂରଣ ହୋଇନଥିବା ବେଳେ ଚାଷୀ ବାଧ୍ୟ ହୋଇ ଏହି ଆମରଣ ଅନଶନକୁ ଓହ୍ଲାଇଥିବା କହିଛନ୍ତି । ଦାବି ପୂରଣ ନ ହେବା ଯାଏଁ ଏମାନେ ଏହି ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ଦେଓଗାଁ ବ୍ଲକର ଚାଷୀ ମାନେ ଫସଲ ବୀମା ଶୀଘ୍ର ପ୍ରଦାନ ଦାବିରେ ଆଜି ଠୁଁ ଆନ୍ଦୋଳନକୁ ଓଲ୍ହାଇଛନ୍ତି । ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦିଷ୍ଟ କାଳ ପାଇଁ ଆମରଣ ଅନଶନରେ ବସିଛନ୍ତି । ଏବଂ ଦାବି ପୂରଣ ନ ହେବା ଯାଏ ଏମାନେ ଏହି ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ।

Body:ବଲାଂଗୀର ଦେଓଗାଁ ବ୍ଲକର ଚାଷୀ ମାନେ ଫସଲ ବୀମା ଶୀଘ୍ର ପ୍ରଦାନ ଦାବିରେ ଆଜି ଠୁଁ ଆନ୍ଦୋଳନକୁ ଓଲ୍ହାଇଛନ୍ତି । ଏବଂ ବଲାଂଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦିଷ୍ଟ କାଳ ପାଇଁ ଆମରଣ ଅନଶନରେ ବସିଛନ୍ତି । ତେବେ ଗତ 17 18 ବର୍ଷ ଓ 18 19 ବର୍ଷରେ ଏହି ବ୍ଲକରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡି ପଡିଥିଲା। ଏବଂ ଚାଷୀ ସର୍ବସ୍ୱନ୍ତ ହୋଇଥିବା ବେଳେ ସେମାନେ କରିଥିବା ଫସଲ ବୀମା ହିଁ ତାଙ୍କ ଅଣ୍ଟା ସଲାଖିବା ପାଇଁ ଏକ ମାତ୍ର ଭରସା ଥିଲା । ହେଲେ ସରକାରୀ ରିପୋର୍ଟ ଅନୁସାରେ ଏଠି ମରୁଡି ପଡିଥିବାର ସ୍ବୀକାରୋକ୍ତି ଥିବା ସତ୍ତ୍ୱେ ଗତ ଦୁଇ ବର୍ଷର ଫସଲ ବୀମା ଚାଷୀ ପାଇଁ ପାରି ନାହାନ୍ତି । ଜାହାପାଇଁ ଏଅନେକ ଥର ଏମନେ ଆନ୍ଦୋଳନ କରିବା ପରେ ଜିଲ୍ଲା ପ୍ରଶାସନ ଏକ ମାସ ର ଲିଖିତ ପ୍ରତିଶୃତି ଦେଇଥିଲା। ହେଲେ ଏଯାଏଁ ତାହା ପୂରଣ ହୋଇନଥିବା ବେଳେ ଚାଷୀ ବାଧ୍ୟ ହୋଇ ଏହି ଆମରଣ ଅନଶନ କୁ ଓଲ୍ହାଇଥିବାର କହିଛନ୍ତି । ଏବଂ ଦାବି ପୂରଣ ନ ହେବା ଯାଏ ଏମାନେ ଏହି ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ।
ବାଇଟ ଲକ୍ଷ୍ମଣ ମେହେର ଚାଷୀ ନେତା ବଲାଂଗୀର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.