ETV Bharat / state

5 ଦଫା ଦାବି ନେଇ ଚାଷୀଙ୍କ ଧାରଣା - ଚାଷୀଙ୍କ ଧାରଣା

କୃଷକ ମୋର୍ଚ୍ଚା ପକ୍ଷରୁ ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରେ ବିଭିନ୍ନ ଦାବି ନେଇ ଚାଷୀ ଆନ୍ଦୋଳନ । କୃଷକ ମୋର୍ଚ୍ଚା ସଭାପତି ଯୋଗେନ୍ଦ୍ର ବଚ୍ଚାଙ୍କ ନେତୃତ୍ବରେ ଆନ୍ଦୋଳନ କଲେ ଚାଷୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ବଲାଙ୍ଗୀର
author img

By

Published : Aug 19, 2019, 9:27 PM IST

ବଲାଙ୍ଗୀର: କୃଷକ ମୋର୍ଚ୍ଚା ପକ୍ଷରୁ ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରେ ୫ ଦଫା ଦାବୀ ନେଇ ଧାରଣାରେ ଚାଷୀ । କୃଷକ ମୋର୍ଚ୍ଚା ସଭାପତି ଯୋଗେନ୍ଦ୍ର ବଚ୍ଚାଙ୍କ ନେତୃତ୍ବରେ ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷୀ ନେତା ମାନେ ସାମିଲ ହୋଇ ବ୍ଲକ ସମ୍ମୁଖରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ବଲାଙ୍ଗୀର

ବ୍ଲକ ଅତିରକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବି ପତ୍ର ପ୍ରଦାନ କରିଥିଲେ। ଗତ ଜୁନ-ଜୁଲାଇ ମାସ ରେ ହୋଇଥିବା ଗଜା ମରୁଡିର ସ୍ଥିତି ଅନୁଧ୍ୟାନ ଓ କ୍ଷତି ଆକଳନ ପାଇଁ ଯଥାଶୀଘ୍ର ବ୍ୟବସ୍ଥା କରାଯାଉ ।

ପ୍ରତ୍ୟେକ ଚାଷୀଙ୍କୁ ଏକ ପିଛା ୫୦ ହଜାର ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା, କୃଷି ଋଣ ଏକ ଲକ୍ଷ ମଧ୍ୟରେ ଛାଡ଼, ପ୍ରତ୍ୟେକ ଚାଷୀଙ୍କୁ କୃଷି ଋଣ ଦେବା ବ୍ୟବସ୍ଥା ସହ ୨୦୧୮ ମସିହାରେ ଘୋଷିତ ଇନପୁଟ ସବ୍ ସିଡ଼ି ଓ ବୀମା ଭୁକ୍ତ ତାଙ୍କ ଦେବା ଭଳି ଦାବି ରହିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

Intro:ବଲାଙ୍ଗିରରେ ଅଗଷ୍ଟ ସୁଦ୍ଧା କମ ବୃଷ୍ଟିପାତ ରୁ ଗଜା ମରୁଡି ଓ ଚାଷୀଙ୍କୁ କ୍ଷତି ପୂରଣ ଦାବିରେ ଚାଷୀଙ୍କ ଧାରଣା ।Body: କୃଷକ ମୋର୍ଚ୍ଚା ବଙ୍ଗୋମୁଣ୍ଡା ଶାଖା ପକ୍ଷ ରୁ ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରେ ୫ ଦଫା ଦାବୀ ନେଇ ଧାରଣା, ଦାବୀ ପତ୍ର ପ୍ରଦାନ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା । କୃଷକ ମୋର୍ଚ୍ଚା ସଭାପତି ଯୋଗେନ୍ଦ୍ର ବଚ୍ଚା ଙ୍କ ନେତୃତ୍ୱରେ ରେ ବ୍ଲକ ର ବିଭିନ୍ନ ପଂଚାୟତ ର ଚାଷୀ ନେତା ମାନେ ସାମିଲ ହୋଇ ବ୍ଲକ ସମ୍ମୁଖ ରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବ୍ଲକ ଅତିରକ୍ତ ଅଧିକାରୀ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ୫ ଦଫା ଦାବି ପତ୍ର ପ୍ରଦାନ କରିଥିଲେ । ଦାବି ଗୁଡିକ ମଧ୍ୟ ରେ ଗତ ଜୁନ-ଜୁଲାଇ ମାସ ରେ ହୋଇଥିବା ଗଜା ମରୁଡି ର ସ୍ଥିତି ଅନୁଧ୍ୟାନ ଓ କ୍ଷତି ଆକଳନ ପାଇଁ ଯଥାଶୀଘ୍ର ବ୍ୟବସ୍ଥା, ପ୍ରେତେକ ଚାଷୀ ଙ୍କୁ ଏକ ପିଛା ୫୦ ହଜାର ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା, କୃଷି ଋଣ ଏକ ଲକ୍ଷ ମଧ୍ୟ ରେ ଛାଡ଼ କରାଯାଉ, ପ୍ରେତେକ ଚାଷୀ ଙ୍କୁ କୃଷି ଋଣ ଦେବା ବ୍ୟବସ୍ଥା ସହ ୨୦୧୮ ମସିହାରେ ଘୋଷିତ ଇନପୁଟ ସବ୍ ସିଡ଼ି ଓ ବୀମା ଭୁକ୍ତ ତାଙ୍କ ଦେବା ଭଳି ଦାବି ରହିଛି ।
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.