ETV Bharat / state

Etv Bharat Impact: ଭୋକର ଭୂଗୋଳରୁ ମହିଳା ଉଦ୍ଧାର ! ଅଳିଆ ଗଦାରୁ ଖାଉଥିଲେ ଖାଦ୍ୟ - ବଲାଙ୍ଗୀର ଖବର

ଇଟିଭି ଭାରତର ପ୍ରଭାବ । ଖବର ପ୍ରସାରଣ ପରେ ଅସହାୟ ମହିଳାଙ୍କୁ ଉଦ୍ଧାର କଲା ସମ୍ବଲପୁରର ପରିଚୟ ସଂଗଠନ । ବଲାଙ୍ଗୀରରେ ଜଣେ ଅସହାୟ ମହିଳା ଭୋକର ଜ୍ଜାଳା ସହି ନ ପାରି ଅଳିଆ ଗଦାରୁ ଖାଦ୍ୟ ଗୋଟାଇ ଖାଉଥିଲେ । ଅଧିକ ପଢନ୍ତୁ

Etv Bharat Impact; ଅଳିଆ ଗଦାରୁ ଖାଦ୍ୟ ଗୋଟେଇ ଖାଉଥିବା ମହିଳାଙ୍କୁ ଉଦ୍ଧାର

author img

By

Published : Dec 16, 2021, 6:52 PM IST

Updated : Dec 16, 2021, 8:00 PM IST

ବଲାଙ୍ଗୀର : ଇଟିଭି ଭାରତର ପ୍ରଭାବ । ଖବର ପ୍ରସାରଣ ପରେ ଅସହାୟ ମହିଳାଙ୍କୁ ଉଦ୍ଧାର କଲା ସମ୍ବଲପୁରର ପରିଚୟ ସଂଗଠନ । ବଲାଙ୍ଗୀରରେ ଜଣେ ଅସହାୟ ମହିଳା ଭୋକର ଜ୍ଜାଳା ସହି ନ ପାରି ଅଳିଆ ଗଦାରୁ ଖାଦ୍ୟ ଗୋଟାଇ ଖାଉଥିଲେ । ତେବେ ଏନେଇ ବୁଧବାର ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା । ଏହାପରେ ଗୁରୁବାର ସମ୍ବଲପୁରର ପରିଚୟ ସଂଗଠନ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରିଛି ।

Etv Bharat Impact; ଅଳିଆ ଗଦାରୁ ଖାଦ୍ୟ ଗୋଟେଇ ଖାଉଥିବା ମହିଳାଙ୍କୁ ଉଦ୍ଧାର

ଏହି ମହିଳାଙ୍କୁ ସେମାନେ ସମ୍ବଲପୁର ମିଶନ ଚାରିଟି ସଂସ୍ଥାରେ ରଖିବା ସହ ତାଙ୍କର ଚିକିତ୍ସା ମଧ୍ୟ କରାଇବେ ବୋଲି କହିଛନ୍ତି । ସେହିପରି ସେ ସୁସ୍ଥ ହେଲେ । ତାଙ୍କର ପରିଚୟ ଜଣା ପଡ଼ିଲେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସଂଗଠନର ସଦସ୍ୟ କହିଛନ୍ତି । ତେବେ, ଏହି ମହିଳା ଜଣକ ଦୀର୍ଘ ଦିନ ହେବା ବଲାଙ୍ଗୀର ସଇଁତଳା ବ୍ଲକ ଅନ୍ତର୍ଗତ ମାହାଗା ଗାଁ ନିକଟରେ ଅସହାୟ ଅବସ୍ଥାରେ ରହି ଆସୁଛନ୍ତି ।

ଏହାବି ପଢନ୍ତୁ:ଭୋକର କରୁଣ ଚିତ୍ର: ଅଳିଆ ଗଦାରୁ ଖାଦ୍ୟ ଗୋଟାଇ ଖାଉଛନ୍ତି ମହିଳା

ସେ ମାନସିକ ବିକୃତ ଥିବାର ଜଣା ପଡୁଥିବାବେଳେ ସ୍ଥାନୀୟ କିଛି ସହୃଦୟ ଲୋକ ଯଥା ସମ୍ଭବ ତାଙ୍କୁ ସାହାଯ୍ୟ କରୁଥିଲେ। ହେଲେ ତାହା ଯଥେଷ୍ଟ ନା ଥିବାବେଳେ ମହିଳା ଜଣକ ପେଟ ପାଇଁ ଅଳିଆ ଗଦାରୁ ଖାଇବା ଗୋଟାଇ ଖାଇ ଆସୁଥିଲେ। ତେବେ ଏ ଖବର ସମ୍ବଲପୁର ପରିଚୟ ସଂସ୍ଥା ପାଇବା ପରେ ଏକ ଟିମ ଆସି ମହିଳାଙ୍କୁ ଉଦ୍ଧାର କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ,ଇଟିଭି ଭାରତ

Last Updated : Dec 16, 2021, 8:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.