ETV Bharat / state

ମେଡିକାଲ କଲେଜରେ ଗୁଣ୍ଡାଗର୍ଦ୍ଦି, ଅଭିଯୁକ୍ତ କୋର୍ଟ ଚାଲାଣ - ମେଡିକାଲ କଲେଜରେ ଗୁଣ୍ଡାଗରଦି ଘଟଣାରେ ଅଭିଯୁକ୍ତ ଗିରଫ

ବଲାଙ୍ଗୀର ମେଡିକାଲ କଲେଜରେ ଗୁଣ୍ଡାଗର୍ଦ୍ଦି କରିବା ଘଟଣାରେ ସମ୍ପୃକ୍ତ 3 ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Nov 6, 2019, 9:35 PM IST

ବଲାଙ୍ଗୀର: ମେଡିକାଲ କଲେଜରେ ଗୁଣ୍ଡାଗର୍ଦ୍ଦି କରିବା ପଡିଲା ମହଙ୍ଗା। ଏ ଘଟଣାରେ ସମ୍ପୃକ୍ତ 3 ଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ବଲାଙ୍ଗୀର ପୋଲିସ।

ଦୁଇ ଦିନ ତଳେ 3 ଜଣ ଯୁବକ ନିସାଶକ୍ତ ଅବସ୍ଥାରେ ବଲାଙ୍ଗୀର ମେଡିକାଲ କଲେଜ ପରିସରରେ ହଙ୍ଗମା କରିବା ସହ ସେଠାରେ କାର୍ଯ୍ୟରତ ଜଣେ ସିକ୍ୟୁରିଟିଗାର୍ଡଙ୍କୁ ମାଡ଼ ମାରିଥିଲେ। ଏହାପରେ ସମ୍ପୃକ୍ତ ଗାର୍ଡ ବଲାଙ୍ଗୀର ଟାଉନ ପୋଲିସରେ ଲିଖିତ ଅଭିଯୋଗ କରିଥିଲେ। ଏ ଅଭିଯୋଗ ଆଧାରରେ ପୋଲିସ ଘଟଣାରେ ତଦନ୍ତ କରି ଏଭଳି କାଣ୍ଡ ଭିଆଇଥିବା ଯୁବକଙ୍କୁ ଗିରଫ କରିଥିଲା। ବୁଧବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ମେଡିକାଲ କଲେଜରେ ଗୁଣ୍ଡା ଗରଦୀ କରି ସେଠିକାର ସିକ୍ୟୁରୀଟି ଗାର୍ଡ କୁ ମାଡ଼ ମାରିବା ତିନି ଯୁବକ ଙ୍କ ପାଇଁ ମହଙ୍ଗା ପଡିଛି। ଏହିଘଟଣାରେ ପୋଲିସ ସମ୍ପୃକ୍ତ ତିନି ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Body:ବଲାଂଗୀର ମେଡିକାଲ କଲେଜରେ ଗୁଣ୍ଡା ଗରଦୀ କରି ସେଠିକାର ସିକ୍ୟୁରୀଟି ଗାର୍ଡ କୁ ମାଡ଼ ମାରିବା ତିନି ଯୁବକ ଙ୍କ ପାଇଁ ମହଙ୍ଗା ପଡିଛି। ଗତ ଦୁଇ ଦିନ ତଳେ ତିନି ଜଣ ଯୁବକ ମାତାଲ ଅବସ୍ଥାରେ ବଲାଂଗୀର ମେଡିକାଲ କଲେଜ ପରିସରରେ ହୋ ହଙ୍ଗମା କରିବା ସହ ସେଠି କାର୍ଯ୍ୟ ରତ ଜଣେ ସିକ୍ୟୁରୀଟି କର୍ମୀଙ୍କୁ ମାଡ଼ ମାରିଥିଲେ। ଯାହାର ବଲାଂଗୀର ଟାଉନ ପୋଲିସ ପାଖରେ ଲିଖିତ ଅଭିଯୋଗ ହୋଇଥିଲା। ତେବେ ପୋଲିସ ଏହି ଘଟଣାରେ ତଦନ୍ତ କରି ଗିଣ୍ଡା ଗରଡି କରିଥିବା ତିନି ଜଣ ଯୁବକ ଙ୍କୁ ଗିରଫ କରିଛି। ଏବଂ ସର୍ବ ସାଧାରଣ ସ୍ଥାନରେ ଏଭଳି ଘଟାଇବା ତଥା ନିରୀହ ଲୋକନକୁ ହଇରାଣ କଲେ ତା ବିରୁଦ୍ଧରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେବା ବୋଲି କହିଛି। ସେପଟେ ଗିରଫ ତିନି ଜଣ ଯୁବକ ଙ୍କୁ ଏହିଘଟଣାରେ ପୋଲିସ ତିନି ଆଜି କୋର୍ଟ ଚାଲାଣ କରିଛି।
ବାଇଟ ଶ୍ରୀମନ୍ତ ବାରିକ ଏସ ଡ଼ି ପି ଓ ବଲାଂଗୀର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.