ETV Bharat / state

ବଲାଙ୍ଗୀରରେ ଅଟୋକୁ ପିଟିଲା ‘ଗଣପତି’: 2 ମୃତ - ଘରୋଇ ବସ ଗଣପତି ଏକ ଅଟୋକୁ ସାମନାରୁ ଧକ୍କା ଦେଇଥିଲା

ଘରୋଇ ବସ ଧକ୍କାରେ 2ଜଣଙ୍କ ମୃତ୍ୟୁ । କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତା ଅବରୋଧ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Oct 6, 2019, 7:28 PM IST

ବଲାଙ୍ଗୀର: ବଲାଙ୍ଗୀରରେ ଆଜି ଏକ ଅଟୋକୁ ବସ ଗଣପତି ଧକ୍କା ଦେବା ଫଳରେ ଘଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ପାଟଣାଗଡ ରାସ୍ତାର ଦାଉପାଲି ଗ୍ରାମ ନିକଟରେ ବଲାଙ୍ଗୀର ପଟକୁ ଆସୁଥିବା ଘରୋଇ ବସ ଗଣପତି ଏକ ଅଟୋକୁ ସାମନାରୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଅଟୋରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଉଛନ୍ତି ତୁଳା ରାମ ସାହୁ ଓ ରଞ୍ଜିତ ସାହୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଲୋକେ କ୍ଷତି ପୂରଣ ଦାବିରେ ରାସ୍ତାରୋକ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଆନ୍ଦୋଳନକାରୀଙ୍କ ନିକଟରେ ପ୍ରଶାସନ ପହଞ୍ଚି ନାହିଁ । ଅନ୍ୟପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବସକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ।

ବଲାଙ୍ଗୀରରୁ ସେକ ମହମ୍ମଦ ୱାଇଦ, ଇଟିଭି ଭାରତ

Intro:ବଲାଙ୍ଗୀର ରେ ଆଜି ଏକ ଅଟୋକୁ ବସ୍ ମୂହମୁହିଁ ଧକା ଦେବା ଫଳରେ ଘଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଏଠି ଉତ୍ତେଜନା ଲାଗି ରହିଥିବା ବେଳେ ଲୋକେ କ୍ଷତି ପୂରଣ ଦାବିରେ ରାସ୍ତାରୋକ କରିଛନ୍ତି । Body:ବଲାଙ୍ଗୀର ରେ ଆଜି ଏକ ଅଟୋକୁ ବସ୍ ମୂହମୁହିଁ ଧକା ଦେବା ଫଳରେ ଘଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗୀର ପାଟଣାଗଡ଼ ରାସ୍ତାର ଦାଉ ପାଲି ଗ୍ରାମ ନିକଟରେ ବଲାଙ୍ଗୀର ପଟକୁ ଆସୁଥିବା ଘରୋଇ ବସ୍ ଗଣପତି ଏକ ଅଟୋ କୁ ମୁହଁ ମୁହିଁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଅଟୋ ରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇ ଜଣଙ୍କ ପରିଚୟ ମିଳିଥିବା ବେଳେ ଏମଧ୍ୟରୁ ଜଣେ ତୁଳା ରାମ ସାହୁ ବଲାଙ୍ଗୀର ତୁଷୁରା ବାହାଲ୍ ଗ୍ରାମର ଓ ଆଉଜଣେ ରଞ୍ଜିତ ସାହୁ ଦୁମେର ଘାଟ ଗ୍ରାମର ବୋଲି ଜଣା ପଡିଛି। ସେପଟେ ଏହି ଦୁର୍ଘଟଣା ପରେ ଏଠି ଉତ୍ତେଜନା ଲାଗି ରହିଥିବା ବେଳେ ଲୋକେ କ୍ଷତି ପୂରଣ ଦାବିରେ ରାସ୍ତାରୋକ କରିଛନ୍ତି । ଏବଂ ପାଟଣା ଗଡ଼ ବଲାଙ୍ଗୀର ରାସ୍ତାକୁ ଏମାନେ ଅବରୋଧ କରିଥିବା ବେଳେ ଏଯାଏଁ ପ୍ରଶାସନ ଆନ୍ଦୋଳନ କାରିଙ୍କ ସହ କୌଣସି ଆଲୋଚନା କରି ନାହଁ । ସେହିପରି ଦୁର୍ଘଟଣା ଘଟାଇଥିବା ବସ୍ ଟି କୁ ପୋଲିସ ଜବତ କରି ଡ୍ରାଇଭର କୁ ଅଟକ ରଖିଛି । Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.