ETV Bharat / state

ପାଟଣା ‘ଗଡ’ ହରାଇବ ବିଜେପି !

ସ୍ତ୍ରୀ ଆଗରେ, ସ୍ବାମୀ ପଛରେ । କନକ ବର୍ଦ୍ଧନକୁ ଲାଗିପାରେ ବଡ ଝଟକା । ପାଟଣାଗଡ ବିଧାନସଭା ଆସନରେ ପଛୁଆ ଅଛନ୍ତି କନକ ବର୍ଦ୍ଧନ ।

author img

By

Published : May 23, 2019, 4:51 PM IST

Updated : May 23, 2019, 5:24 PM IST

ଫାଇଲ ଫଟୋ

ବଲାଙ୍ଗୀର: ଗଡ ହରାଇପାରନ୍ତି ପାଟଣାଗଡ ରାଜା । ବିଜେପି ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଲାଗିପାରେ ବଡ ଝଟକା । ବର୍ତ୍ତମାନର ଗଣତି ଟ୍ରେଣ୍ଡ ଏମିତି ହିଁ କିଛି କହୁଛି । ଶଙ୍ଖମୁହାଁ ହୋଇଛନ୍ତି ପାଟଣାଗଡବାସୀ । ହେଲେ ବଲାଙ୍ଗୀର ଲୋକସଭା ଆସନକୁ 10 ବର୍ଷର ବ୍ୟବଧାନ ପରେ କମବ୍ୟାକ କରିପାରନ୍ତି ସ୍ତ୍ରୀ ସଙ୍ଗୀତା ସିଂହଦେଓ ।

1995ରୁ ଏହି ଆସନରୁ ବିଜୟୀ ହୋଇ ଆସୁଥିଲେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହ ଦେଓ । ଲଗାତାର 5 ଥର ବିଜେପି ବିଧାୟକ । ହେଲେ ଚଳିତ ନିର୍ବାଚନ ଫଳଫଳ କିଛି ଅଲଗା କହୁଛି । ଗଣତି ଟ୍ରେଣ୍ଡରେ ପଛରେ ଅଛନ୍ତି କନକ ବର୍ଦ୍ଧନ । ବିଜେଡି ପ୍ରାର୍ଥୀ ସରୋଜ ମେହେରଙ୍କ ଜଲୱା ଦେଖିବାକୁ ମିଳୁଛି ।

Intro:Body:

BLANK

Conclusion:
Last Updated : May 23, 2019, 5:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.