ETV Bharat / state

ତିନି ଦଫା ଦାବି ନେଇ ବଙ୍ଗୋମୁଣ୍ଡାରେ 12 ଘଣ୍ଟିଆ ବନ୍ଦ ପାଳନ

ତିନି ଦଫା ଦାବି ନେଇ ସୋମବାର ବଙ୍ଗୋମୁଣ୍ଡା ବ୍ଲକରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଏହା ଯୋଗୁଁ ଦୋକାନ ବଜାର ସମେତ ସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଛି।

bangomunda band for 12 hours
ବଙ୍ଗୋମୁଣ୍ଡାରେ 12 ଘଣ୍ଟିଆ ବନ୍ଦ ପାଳନ
author img

By

Published : Dec 23, 2019, 7:30 PM IST

ବଲାଙ୍ଗୀର: ତିନି ଦଫା ଦାବି ନେଇ ସୋମବାର ବଙ୍ଗୋମୁଣ୍ଡା ବ୍ଲକରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଏହାଯୋଗୁଁ ଦୋକାନ ବଜାର ସହ ସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଆନ୍ଦୋଳନକାରୀ କହିଛନ୍ତି।

ବଙ୍ଗୋମୁଣ୍ଡାରେ 12 ଘଣ୍ଟିଆ ବନ୍ଦ ପାଳନ

ବଙ୍ଗୋମୁଣ୍ଡା ବ୍ଲକକୁ ଏନଏସି ମାନ୍ୟତା, ସ୍ଥାନୀୟ ଡାକ୍ତରଖାନାର ଉନ୍ନତି ଓ ମୁକୁନ୍ଦ ସାଗରର ପଙ୍କ ଉଦ୍ଧାର ଭଳି ମୁଖ୍ୟ ଦାବି ନେଇ ଏହି ବନ୍ଦ ଡାକରା ନାଗରିକ ମଞ୍ଚ ପକ୍ଷରୁ ଦିଆଯାଇଛି। ଆଗରୁ ତହସିଲଦାରଙ୍କ ଜରିଆରେ ସରକାରଙ୍କୁ ଏହି ସବୁ ଦାବି ଜଣାଇଥିଲେ ମଧ୍ୟ ଦାବି ପୂରଣ ହୋଇନଥିବା ଅଭିଯୋଗ ହୋଇଛି । ସେପଟେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:ବଲାଂଗୀର ତିନି ଦଫା ଦାବି ନେଇ ଆଜି ବଙ୍ଗୁମୁଣ୍ଡା ବ୍ଲକ୍ 12 ଘଣ୍ଟିଆ ବନ୍ଦ ପାଳନ କରା ଯାଇଛି। ଯେଉଁଥିରେ ବଙ୍ଗୋ ମୁଣ୍ଡା ବ୍ଲକ୍ ର ସବୁ ଦୋକାନ ବଜାର ସହ ସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ୍ ରହିଛି। ତେବେ ଆଗକୁ ଦାବି ପୁରଣ ନ ହେଲେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଆନ୍ଦୋଳନ କାରୀ କହିଛନ୍ତି ।Body:ବଲାଂଗୀର ତିନି ଦଫା ଦାବି ନେଇ ଆଜି ବଙ୍ଗୁମୁଣ୍ଡା ବ୍ଲକ୍ 12 ଘଣ୍ଟିଆ ବନ୍ଦ ପାଳନ କରା ଯାଇଛି। ଯେଉଁଥିରେ ବଙ୍ଗୋ ମୁଣ୍ଡା ବ୍ଲକ୍ ର ସବୁ ଦୋକାନ ବଜାର ସହ ସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ୍ ରହିଛି। ତେବେ
ବାଙ୍ଗୋ ମୁଣ୍ଡା ବ୍ଲକ୍ କୁ ଏନ୍ ଏସି ମାନ୍ୟତା, ଏଠିକାର ଡାକ୍ତରଖାନାର ଉନ୍ନତି ଓ ମୁକୁନ୍ଦ ସାଗର ର ପଂକ୍ ଉଦ୍ଧାର ଭଳି ମୁଖ୍ୟ ଦାବି ନେଇ ଏହି ବନ୍ଦ୍ ଡାକରା ନାଗରିକ ମଞ୍ଚ ପକ୍ଷ ରୁ ଦିଆ ଯାଇଛି। ତେବେ ଆଗରୁ ଏମାନେ ତହସିଲଦାରଙ୍କ ଜରିଆରେ ସରକାରଙ୍କୁ ଏହି ସବୁ ଦାବି ଜଣାଇଥିଲେ ହେଲେ ଦାବି ପୂରଣ ହୋଇନଥିବା ବେଳେ ଏମାନେ ଏହି ବନ୍ଦ୍ ଡାକରା ଦେଇଛନ୍ତି । ଯାହାଫଳରେ ଚକ ଅଖ ସହିତ ଦୋକାନ ବଜାର ସମ୍ପୂର୍ଣ ଠପ୍ ହୋଇ ଯାଇଛି। ସେପଟେ ସୁରକ୍ଷା ଦୃଷ୍ଟି ରୁ ପୋଲିସ୍ ର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେପଟେ ଆଗକୁ ଦାବି ପୁରଣ ନ ହେଲେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଆନ୍ଦୋଳନ କାରୀ କହିଛନ୍ତି ।
ବାଇ ଟ ସଦାନନ୍ଦ ଅଗ୍ରୱା ଲ ସଭାପତି ନାଗରିକ ମଞ୍ଚ ବଂଗୋ ମୁଣ୍ଡା Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.