ETV Bharat / state

ବଲାଙ୍ଗୀର ଆଇଁଲା ସାରି ଗ୍ରାମରେ ଗୋଷ୍ଠୀ ସଂଘର୍ଷ; ଜଣେ ମୃତ - ଗୋଷ୍ଠୀ ସଂଘର୍ଷ

ବଲାଙ୍ଗୀର ପୁଇଁତଲା ବ୍ଲକ ଆଇଁଲା ସାରି ଗ୍ରାମରେ ଘଟିଛି। ଏହି ଗାଁ ବାହାରେ ଶୌଚ ଗଲେ 500 ଟଙ୍କା ଆର୍ଥିକ ଦଣ୍ଡ ରଖା ଯାଇଛି। ତେବେ ଏହାକୁ ନେଇ ଗାଁର 2 ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି।

Balangir
Balangir
author img

By

Published : Aug 26, 2020, 11:04 PM IST

ବଲାଙ୍ଗୀର: ବଲାଙ୍ଗୀରରେ ଗାଁ ରାସ୍ତାରେ ଶୌଚ କରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଯେଉଁଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି।

ବଲାଙ୍ଗୀର ଆଇଁଲା ସାରି ଗ୍ରାମରେ ଗୋଷ୍ଠୀ ସଂଘର୍ଷ; ଜଣେମୃତ

ଘଟଣାଟି ବଲାଙ୍ଗୀର ପୁଇଁତଲା ବ୍ଲକ ଆଇଁଲା ସାରି ଗ୍ରାମରେ ଘଟିଛି। ଏହି ଗାଁ ବାହାରେ ଶୌଚ ଗଲେ 500 ଟଙ୍କା ଆର୍ଥିକ ଦଣ୍ଡ ରଖା ଯାଇଛି। ତେବେ ଏହାକୁ ନେଇ ଗାଁର 2 ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଯେଉଁଥିରେ ଗାଁର ତିହଁଲ ଷଣ୍ଢଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି। ସେପଟେ ଗ୍ରାମବାସୀ ଏହି ଘଟଣା ପରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏହି ଗାଁରେ ଗତ କାଳିଠାରୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିଥିବା ବେଲେ ପୁଇଁତଲା ଥାନାରେ ଏହାର ଆପୋଷ ସମାଧାନ ମଧ୍ୟ ହୋଇଥିଲା। ହେଲେ ଆଜି ପୁଣି ଏହାକୁ ନେଇ ସଂଘର୍ଷ ଘଟିଥିଲା।

ସେପଟେ ପୁଇଁତଲା ପୋଲିସ ଓ ବଲାଙ୍ଗୀର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇଛନ୍ତି । ଏହାସହ ତଦନ୍ତ ଜାରି ରଖିଛନ୍ତି ।

ବଲାଙ୍ଗୀରରୁ ସେକ ମହମ୍ମଦ ୱାଇଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.