ETV Bharat / state

ସାତଜଣ ଜୁଆଡିଙ୍କୁ ଗିରଫ କଲା ବଲାଙ୍ଗୀର ପୋଲିସ - ସାତଜଣ ଜୁଆଡିଙ୍କୁ ଗିରଫ କଲା

ଆଜି ବଲାଙ୍ଗୀର ପୋଲିସ ଏକ ଜୁଆ ଆଡା ଉପରେ ଚଢ଼ାଉ କରି ସାତଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

Balangir police arrested seven gamblers
ସାତଜଣ ଜୁଆଡିଙ୍କୁ ଗିରଫ କଲା ବଲାଙ୍ଗୀର ପୋଲିସ
author img

By

Published : Jun 10, 2020, 7:53 PM IST

ବଲାଙ୍ଗୀର: ଆଜି ବଲାଙ୍ଗୀର ପୋଲିସ ଏକ ଜୁଆ ଆଡା ଉପରେ ଚଢ଼ାଉ କରି ସାତଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ସୂଚନାମୁତାବକ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ମଧ୍ୟରେ ଥିବା ପର୍ଶୁରାମ ଛକ ନିକଟସ୍ଥ ଏକ ଘରେ ଏହି ଜୁଆ ଆଡ୍ଡା ଚାଲିଥିଲା ।

ଖବରପାଇ ପୋଲିସ ଚଢ଼ାଉ କରିଥିବା ବେଳେ ଏଥିରେ ସାତ ଜଣ ଜୁଆଡ଼ି, ସାତଟି ମୋବାଇଲ, ଦୁଇଟି ମୋଟର ସାଇକଲ ସହ ନଗଦ 95 ହଜାର ଟଙ୍କା ଜବତ କରିଛି । ସେହିପରି ଜୁଆଡ଼ି ସମସ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏମାନେ ସମସ୍ତେ ସହରର ପ୍ରତିଷ୍ଠିତ ବ୍ୟବସାୟୀ ବୋଲି ପୋଲିସ ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହୀଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.