ETV Bharat / state

ବଲାଙ୍ଗୀର ଅଭିଭାବକ ସଂଘର ଧାରଣା - ବଲାଙ୍ଗୀର ଅଭିଭାବକ ସଂଘର ଧାରଣା

ବଲାଙ୍ଗୀର ଜିଲ୍ଲାରେ ଛତୁ ଫୁଟିଲା ପରି ଘରୋଇ ସ୍କୁଲ ସବୁ ଖୋଲୁଛି। ଶିକ୍ଷା ଦେବା ନାଁରେ ସାଧାରଣ ଲୋକଙ୍କୁ ଏମାନେ ଲୁଟ କରୁଥିବାର ଅଭିଯୋଗ କରିଛନ୍ତି ଅଭିଭାବକ ସଂଘ । ମାନ୍ୟବର ହାଇକୋର୍ଟ ଓ ସରକାରଙ୍କ ନିର୍ଦ୍ଦେଶକୁ ମଧ୍ୟ ଏମାନେ ବେଖାତିର କରୁଥିବାର ଅଭିଯୋଗ ହୋଇଛି। ଗୁରୁବାର ଠୁ ବଲାଙ୍ଗୀର ଅଭିଭାବକ ସଂଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଦାବି ପୂରଣ ନ ହେବା ଯାଏଁ ଏମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କହିଛନ୍ତି। ଅଧିକ ପଢନ୍ତୁ...

ବଲାଙ୍ଗୀର ଅଭିଭାବକ ସଂଘର ଧାରଣା
ବଲାଙ୍ଗୀର ଅଭିଭାବକ ସଂଘର ଧାରଣା
author img

By

Published : Mar 18, 2021, 10:52 PM IST

ବଲାଙ୍ଗୀର: ଜିଲ୍ଲାରେ ଛତୁ ଫୁଟିଲା ପରି ଘରୋଇ ସ୍କୁଲ ସବୁ ଖୋଲୁଛି। ଶିକ୍ଷା ଦେବା ନାଁରେ ସାଧାରଣ ଲୋକଙ୍କୁ ଏମାନେ ଲୁଟ କରୁଥିବାର ଅଭିଯୋଗ କରିଛନ୍ତି ଅଭିଭାବକ ସଂଘ । ମାନ୍ୟବର ହାଇକୋର୍ଟ ଓ ସରକାରଙ୍କ ନିର୍ଦ୍ଦେଶକୁ ମଧ୍ୟ ଏମାନେ ବେଖାତିର କରୁଥିବାର ଅଭିଯୋଗ ହୋଇଛି। ଯେଉଁଥିରେ ଏମାନେ ସ୍କୁଲ ପରିସରରେ ଖାତା ବହି ଚଢା ଦରରେ ବିକ୍ରି କରୁଥିବାବେଳେ ପୁନଃ ଆଡ଼ମିଶନ ନାଁରେ ହଜାର ହଜାର ଟଙ୍କା ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ କରି ଲୁଟ କରୁଥିବାର ଏମାନେ ଅଭିଯୋଗ କରିଛନ୍ତି ।

ବଲାଙ୍ଗୀର ଅଭିଭାବକ ସଂଘର ଧାରଣା

ଏଥିପାଇଁ ପୂର୍ବରୁ ଏମାନେ ସରକାର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଫଳ କିଛି ମିଳିନାହିଁ । ତେବେ ଏହି ସବୁ ଘରୋଇ ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗୁରୁବାର ଠୁ ବଲାଙ୍ଗୀର ଅଭିଭାବକ ସଂଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଦାବି ପୂରଣ ନ ହେବା ଯାଏଁ ଏମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.