ETV Bharat / state

ତୀର୍ଥଯାତ୍ରାରେ ଯାଇ ବୃଦ୍ଧ ନିଖୋଜ - ବଲାଙ୍ଗୀର ଏସପି

ବଲାଙ୍ଗୀରରେ ତୀର୍ଥ କରିବାକୁ ଯାଇ ଆଲ୍ଲାହବାଦରେ ବୃଦ୍ଧ ନିଖୋଜ । ଏନେଇ ପରିବାର ଲୋକେ ବଲାଙ୍ଗୀର ଏସପିଙ୍କୁ ଭେଟି ତାଙ୍କୁ ଖୋଜିବା ପାଇଁ ଗୁହାରି କରିଛନ୍ତି ।

bolangir-oldage-tourist-missing-in-alahabad
ଫଟୋ ସୌଜନ୍ୟ : ସମ୍ବାଦଦାତା,ବଲାଙ୍ଗୀର
author img

By

Published : Dec 22, 2019, 7:24 AM IST

ବଲାଙ୍ଗୀର: ବୃଦ୍ଧ ଦମ୍ପତ୍ତି ତୀର୍ଥ କରିବାକୁ ଯାଇଥିବାବେଳେ ଆଲ୍ଲାହବାଦରେ ବୃଦ୍ଧ ନିଖୋଜ ହୋଇଯାଇଛନ୍ତି। ପରିବାର ଲୋକ ପୋଲିସର ସହାୟତା ଲଢ଼ିଥିବା ବେଳେ ଶୀଘ୍ର ତାଙ୍କୁ ଖୋଜି ବାହାର କରିବାକୁ ଦାବି କରିଛନ୍ତି ।

ଆଲ୍ଲାହବାଦ ତୀର୍ଥଯାତ୍ରାରେ ଯାଇ ବୃଦ୍ଧ ନିଖୋଜ

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ସିକୁଆଁ ଗ୍ରାମର ହାଡୁ ମିଶ୍ର ଓ ତାଙ୍କ ସ୍ତ୍ରୀ ତୀର୍ଥ କରିବାକୁ ଗାଁର ଅନ୍ୟ ଏଗାର ଜଣଙ୍କ ସହ ଉତ୍ତର ଭାରତ ଯାଇଥିଲେ । ସେମାନେ ଆଲ୍ଲାହବାଦରେ ପହଞ୍ଚି ଗଙ୍ଗା ନଦୀରେ ପୂଜା ଅର୍ଚ୍ଚନା କରୁଥିବା ବେଳେ ହାଡୁ ମିଶ୍ର ନିଖୋଜ ହୋଇଯାଇଥିଲେ। ଯାହାକୁ ନେଇ ତାଙ୍କ ପରିବାର ଲୋକ ପୋଲିସକୁ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ଆଜିକୁ 18 ଦିନ ବିତଥିଲେ ସୁଦ୍ଧା ତାଙ୍କ କୌଣସି ପତ୍ତା ମିଳିପାରିନାହିଁ ।

ସେପଟେ ତାଙ୍କ ପରିବାର ଅସହାୟ ହୋଇ ଆଜି ବଲାଙ୍ଗୀର ଏସପିଙ୍କୁ ଭେଟି ବୃଦ୍ଧଙ୍କୁ ଖୋଜିବାକ ୁଗୁହାରି କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ଜଣେ ବୃଧା ଦମ୍ପତ୍ତି ତୀର୍ଥ କରିବାକୁ ଯାଇଥିବା ବେଳେ ଅଲହବାଡ଼ ଠାରେ ବୃଧ ନିଖୋଜ ହୋଇ ଯାଇଛନ୍ତି। ଯାହାକୁ ନେଇ ତାଙ୍କ ପରିବାର ଲୋକ ପୋଲିସ ର ସହାୟତା ଲଢ଼ିଥିବା ବେଳେ ଶୀଘ୍ର ଟାଙ୍କି ଖୋଜି ବାହାର କରିବାକୁ ଏମାନେ ଦାବି କରିଛନ୍ତି ।

Body:ବଲାଂଗୀର ଜଣେ ବୃଧା ଦମ୍ପତ୍ତି ତୀର୍ଥ କରିବାକୁ ଯାଇଥିବା ବେଳେ ଅଲହବାଡ଼ ଠାରେ ବୃଧ ନିଖୋଜ ହୋଇ ଯାଇଛନ୍ତି। ବଲାଂଗୀର ଦେଓଗାଁ ବ୍ଲକ ସିକୁଆଁ ଗ୍ରାମର ବୃଧା ହାଡୁ ମିଶ୍ର ଓ ତାଙ୍କ ସ୍ତ୍ରୀ ତୀର୍ଥ କରିବାକୁ ଗାଁର ଅନ୍ୟ ଏଗାର ଜଣଙ୍କ ଶହଁ ଉତ୍ତର ଭାରତ ଯାଇଥିଲେ । ଏବଂ ସେମାନେ ଆଲ୍ଲାହବାଦ ପହଂଚି ଗଙ୍ଗା ନଦୀରେ ପୂଜା ଅର୍ଚ୍ଚନା କରୁଥିବା ବେଳେ ହାଡୁ ମିଶ୍ର ନିଖୋଜ ହୋଇ ଯାଇଥିଲେ। ଯାହାକୁ ନେଇ ତାଙ୍କ ପରିବାର ଲୋକ ସେଠି ପୋଲିସ କୁ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ଆଜିକୁ 18 ଦିନ ବିତି ଥିଲେ ସୁଦ୍ଧା ତାଙ୍କ କୌଣସି ପତ୍ତା ମିଳି ନାହିଁ । ସେପଟେ ତାଙ୍କ ପରିବାର ଅସହାୟ ହୋଇ ଆଜି ବଲାଂଗୀର ପୋଲିସ ର ସହାୟତା ଲଢ଼ିଛନ୍ତି । ଏବଂ ଏଠି ଏସପି ଙ୍କୁ ଭେଟି ତାଙ୍କୁ ଖୋଜିବା ପାଇଁ ଗୁହାରି କରିଛନ୍ତି ।
ବାଇଟ ସ୍ମିତା ରାଣୀ ମିଶ୍ର ଅଭିଯୋଗ କାରି

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.