ETV Bharat / state

ବଲାଙ୍ଗୀରରେ ବାରହା ଶିକାରୀକୁ ବାନ୍ଧିଲା ପୋଲିସ

ବାରହା ଶିକାରୀକୁ ବାନ୍ଧିଲା ମୁରିବାହାଲ୍ ପୋଲିସ । ଶିକାରୀ ପାଖରୁ ପୋଲିସ ଦୁଇଟି ଦେଶୀ ବନ୍ଧୁକ ସହ ଜଙ୍ଗଲୀ ବାରହା ମାଂସ ଜବତ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Oct 12, 2019, 6:36 AM IST

ବଲାଙ୍ଗୀର: ବାରହା ଶିକାରୀକୁ ବାନ୍ଧିଲା ମୁରିବାହାଲ୍ ପୋଲିସ । ମୁରିବାହାଲ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଜଙ୍ଗଲରୁ ଦୁଇ ବାଇକ ଆରୋହୀ ଦ୍ରୁତ ଗତିରେ ଯାଉଥିଲେ । ପୋଲିସ ବାଇକ ଆରୋହୀଙ୍କୁ ସନ୍ଦେହ କରି ପିଛା କରିଥିଲା । ପରେ ଜଣେ ଫେରାର ହୋଇଯାଇଥିଲା । ମାତ୍ର ଅନ୍ୟଜଣକୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । ଶିକାରୀ ପାଖରୁ ପୋଲିସ ଦୁଇଟି ଦେଶୀ ବନ୍ଧୁକ ସହ ଜଙ୍ଗଲୀ ବାରହା ମାଂସ ଜବତ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ମୁରିବାହାଲ ତହସିଲଦାରଙ୍କ ଉପସ୍ଥିତିରେ ବାରହା ମାଂସକୁ ପୋତି ଦିଆଯାଇଥିଲା । ଗିରଫ ଶିକାରୀ କେଶବ ସ୍ଥାନୀୟ ତେତେଲଖୁଣ୍ଟି ଗାଁର ବୋଲି ଜଣାପଡିଛି । ଅଭିଯୁକ୍ତକୁ ଗିରଫ କରି ମୁରିବାହାଲ୍ ପୋଲିସ କୋର୍ଟ ଚାଲାଣ କରିଛି ।

ବଲାଙ୍ଗୀରରୁ ଏସ.କେ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଙ୍ଗୀର ମୁରିବାହଲ୍ ପୋଲିସ ଦ୍ବାରା ଜଣେ ଶିକାରୀ
ଗିରଫ ହୋଇଛି । ଯାହା ପାଖରୁ ପୋଲିସ ଦୁଇଟି ଦେଶୀ ବନ୍ଧୁକ ସହ ଜଂଗଲୀ ବରାହ ମାସ ଜବତ କରିଛି । ଏବଂ ଅଭିଯୁକ୍ତ କୁ ଆଜି କୋର୍ଟ ଚାଲାଣ କରିଛି । Body:ବଲାଙ୍ଗୀର ମୁରିବାହଲ୍ ପୋଲିସ ଦ୍ବାରା ଜଣେ ଶିକାରୀ
ଗିରଫ ହୋଇଛି । ଯାହା ପାଖରୁ ପୋଲିସ ଦୁଇଟି ଦେଶୀ ବନ୍ଧୁକ ସହ ଜଂଗଲୀ ବରାହ ମାସ ଜବତ କରିଛି । ଏବଂ ଅଭିଯୁକ୍ତ କୁ ଆଜି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ମୁଁରିବାହାଲ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ଜଂଗଲ ରୁ ଦୁଇ ବାଇକ ଆରୋହି ଦ୍ରୁତ ଗତି ରେ ଯାଉଥିଲେ । ପୋଲିସ ବାଇକ ଆରୋହି ଙ୍କୁ ସନ୍ଦେହ କରି ପିଛା କଲା ପରେ ଜଣେ ଫେରାର ହୋଇ ଥିବା ବେଳେ ଜଣକୁ ପୋଲିସ କାବୁ କରିବାରେ ସଫଳ ହୋଇଥିଲା । କାବୁ କରିଥିବା ଲୋକ ଙ୍କ ପାଖ ରୁ ଦୁଇ ଟି ଦେଶୀ ବନ୍ଧୁକ ଥିବା ବେଳେ ଏକ ବସ୍ତା ରେ ବରହା ମାଂସ ଥିବା ଜାଣିପାରିଥିଲା ପୋଲିସ । ଓ ପରେ ତଦନ୍ତ ରେ ଜଣା ଗଲା ଯେ ଏ ମାନେ ଜଂଗଲ ରୁ ବରହା ଶିକାର କରି ଚାଲାଣ କରିବାର ବ୍ୟବସ୍ଥା କରୁଥିଲେ । ମୁରିବାହାଲ ତହସିଲଦାର ଙ୍କ ଉପସ୍ଥିତି ରେ ବରହା ମାଂସ କୁ ପୋତି ଦିଆଯାଇଥିବା ବେଳେ ଶିକାରୀ ତେତେଲଖୁଣ୍ଟି ଗାଁ ର କେଶବ କୁ ଗିରଫ କରି କୋର୍ଟ ଚାଲାଣ କରିଛି ମୁରିବାହାଲ୍ ପୋଲିସ
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.