ETV Bharat / state

ଭୋଟଦେଲେ କଳିକେଶ - mp candidate

ବଲାଙ୍ଗୀର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା କଳିକେଶ ସିଂହଦେଓ ନିଜର ପରିବାର ବର୍ଗଙ୍କ ସହ ଆସି ମତଦାନ କରିଛନ୍ତି। ଏହି ଅବସରରେ ସେ ନିର୍ବାଚନରେ ଭାଗନେବା ପାଇଁ ଭୋଟରଙ୍କୁ ଅନୁରୋଧ କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Apr 18, 2019, 11:06 AM IST

Updated : Apr 18, 2019, 12:03 PM IST

ବଲାଙ୍ଗୀର: ଚାଲିଛି 2019 ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ। ଆଜି ଏହି କ୍ରମରେ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧିନସ୍ଥ ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇ ଭୋଟର ସେମାନଙ୍କର ବହୁମୂଲ୍ୟ ମତାମତ ସାବ୍ୟସ୍ତ କରୁଛନ୍ତି। ଭୋଟରଙ୍କୁ ଛାଡି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ନେତା ମଧ୍ଯ ଭୋଟ ଦେଉଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଏହି ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା କଳିକେଶ ସିଂହଦେଓ ନିଜର ପରିବାର ବର୍ଗଙ୍କ ସହ ଆସି ମତଦାନ କରିଛନ୍ତି। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ନିର୍ବାଚନରେ ମତଦାନ କରି ମୁଁ ମୋର ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରିଛି। ଭୋଟରଙ୍କୁ ମଧ୍ୟ ମୁଁ ଅନୁରୋଧ କରୁଛି ସେମାନେ ଏହି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗ ନିଅନ୍ତୁ।

ବଲାଙ୍ଗିରରୁ ଏସ୍‌କେ ୱାହିଦ, ଈଟିଭି ଭାରତ

Last Updated : Apr 18, 2019, 12:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.