ETV Bharat / state

ଆକ୍ସନ କମିଟିର ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା - ବଲାଙ୍ଗୀର ଖବର

ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା । ବଲାଙ୍ଗୀର ଆକ୍ସନ କମିଟି ଏହି ବନ୍ଦ ଡାକରା ଦେଇଛି । ଅଧିକ ପଢନ୍ତୁ...

balangir bandh call by action committee
ଆକ୍ସନ କମିଟିର ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା
author img

By

Published : Feb 17, 2020, 9:13 PM IST

ବଲାଙ୍ଗୀର: ତିନି ଦଫା ଦାବି ପୂରଣ ନେଇ ଆସନ୍ତା 19 ଓ 20 ତାରିଖ ଦୁଇ ଦିନ ବଲାଙ୍ଗୀର ବନ୍ଦ ଡାକରା ଦେଇଛି ବଲାଙ୍ଗୀର ଆକ୍ସନ କମିଟି। ତେବେ ବଲାଙ୍ଗୀରରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ, ଲୋୟର ସୁକତେଲ ପ୍ରକଳ୍ପ ଶୀଘ୍ର ନିର୍ମାଣ ଓ ବଲାଙ୍ଗୀରରେ ଵ୍ୟାପାସ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି।

ବଲାଙ୍ଗୀର ଆକ୍ସନ କମିଟିର ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା

ଯେଉଁଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, କୋର୍ଟ କଚେରୀ ତଥା ବ୍ୟାଙ୍କ ଓ ସବୁ ବୀମା କାର୍ଯ୍ୟାଳୟକୁ ଦୁଇ ଦିନ ଧରି ବନ୍ଦ ରଖାଯିବ ବୋଲି ନିଷ୍ପତ୍ତି ନେଇଛି ବଲାଙ୍ଗୀର ଆକ୍ସନ କମିଟି। ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ସବୁ ଦାବି ପୂରଣ ଦିଗରେ କର୍ଣ୍ଣପାତ କରୁ ନଥିବାରୁ ଏହି ଆନ୍ଦୋଳନ ଜାରି ରହିବ ବୋଲି କମିଟି କହିଛି।

ସେପଟେ ଆସନ୍ତା 19 ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବାରୁ ଏଥିରେ ଶିକ୍ଷା ବିଭାଗକୁ ସାମିଲ କରାଯିବ ନାହିଁ ବୋଲି କମିଟି କହିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.