ETV Bharat / state

ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଋଣ ଟଙ୍କା ହଡପ ଅଭିଯୋଗ

ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଋଣ ଟଙ୍କା ହଡପ ହୋଇଥିବା ଅଭିଯୋଗ । ଥାନାରେ ମାମଲା ପରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ମହିଳା । ଅଧିକ ପଢନ୍ତୁ....

Allegations of shg loan money embezzlement
ମହିଳା ସ୍ବଂୟ ସହାୟକ ଗୋଷ୍ଠୀର ଋଣ ଟଙ୍କା ହଡପ ଅଭିଯୋଗ
author img

By

Published : Oct 14, 2020, 10:18 PM IST

ବଲାଙ୍ଗୀର: ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଋଣ ଟଙ୍କା ହଡପ ହୋଇ ଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଗୁଡ଼ଭେଳାର ଚଂଛେଡର ଗାଁର କନ୍ଧେନ ବୁଢ଼ୀ ମହିଳା ସ୍ବଂୟ ସହାୟକ ଗୋଷ୍ଠୀରୁ । ସହାୟକ ଗୋଷ୍ଠୀର ତୁସୁରା ସମବାୟ ବ୍ୟାଙ୍କରେ ଖାତା ଖୋଲିଥିଲେ ।

ମହିଳା ସ୍ବଂୟ ସହାୟକ ଗୋଷ୍ଠୀର ଋଣ ଟଙ୍କା ହଡପ ଅଭିଯୋଗ

ସରକାରଙ୍କ ପକ୍ଷରୁ 3 ଲକ୍ଷ ଟଙ୍କା ଋଣ ପାଇଥିଲେ। ତେବେ ମହିଳାମାନେ ଏହି ଟଙ୍କା ବ୍ୟାଙ୍କରୁ ଆଣିବା ପୂର୍ବରୁ ସୋସାଇଟି ସମ୍ପାଦକ କୌଶଳ କ୍ରମେ ଟଙ୍କା ହଡପ କରି ନେଇ ଥିବା ଅଭିଯୋଗ ହୋଇଛି । ଏନେଇ ମହିଳାମାନେ ଥାନାରେ ଅଭିଯୋଗ କରିଛନ୍ତି । ହେଲେ କୈଣସି ସୁଫଳ ମିଳି ନ ଥିବା ଅଭିଯୋଗ ହୋଇଛି । ବୁଧବାର ମହିଳାମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.