ETV Bharat / state

ବଲାଙ୍ଗୀରର 8 ଯୁବତୀ ବେଙ୍ଗାଲୁରୁରୁ ଉଦ୍ଧାର - 8 girl rescue from bolangir

ବଲାଂଗୀର ଦେଓଗାଁ ଓ ପାଟଣାଗଡ଼ ଅଂଚଳର ଆଠ ଜଣ ଯୁବତୀ ବଲାଂଗୀର ସ୍କିଲ ଡେଭ ଲାପ ମେଣ୍ଟ ସେଣ୍ଟରରେ 6 ମାସ ଟ୍ରେନିଂ ନେଇଥିଲେ । ଏହାପରେ ସେମାନଙ୍କୁ ବେଙ୍ଗାଲୁରୁ ସ୍ଥିତ ଏକ ସପିଂ ମଲରେ କାମ କରିବାର କହି ଏହି ସେଣ୍ଟର ବଲାଂଗୀରରୁ ବେଙ୍ଗାଲୁରୁ ପଠାଇଥିଲେ । ହେଲେ ସେଠି ଏମାନଙ୍କୁ ଏକ ଫ୍ୟାକ୍ଟ୍ରିରେ କାମ କରିବାକୁ ବାଧ୍ୟ କରାଯିବା ସହ କମ ଦରମା ସାଙ୍ଗକୁ ନିର୍ଯ୍ୟାତନା ହେଉଥିବାର ଅଭିଯୋଗ ହୋଇଥିଲା । ଅଧିକ ପଢନ୍ତୁ...

ୋୋ
ବଲାଙ୍ଗୀରର 8 ଯୁବତୀ ବେଙ୍ଗାଲୁରୁରୁ ଉଦ୍ଧାର
author img

By

Published : Mar 4, 2020, 6:43 AM IST

ବଲାଂଗୀର: ଜିଲ୍ଲାର ଆଠ ଜଣ ଯୁବତୀ ବାହାର ରାଜ୍ୟକୁ କାମ କରିବାକୁ ଯାଇ ସେଠି ନିର୍ଯ୍ୟାତନା ପାଉଥିବାର ଆଭିଯୋଗ ହୋଇଥିଲା । ଯାହାର ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଉଦ୍ଧାର କରିଛି ।

ବଲାଙ୍ଗୀରର 8 ଯୁବତୀ ବେଙ୍ଗାଲୁରୁରୁ ଉଦ୍ଧାର

ସୂଚନା ଅନୁସାରେ ବଲାଂଗୀର ଦେଓଗାଁ ଓ ପାଟଣାଗଡ଼ ଅଂଚଳର ଆଠ ଜଣ ଯୁବତୀ ବଲାଂଗୀର ସ୍କିଲ ଡେଭ ଲାପ ମେଣ୍ଟ ସେଣ୍ଟରରେ 6 ମାସ ଟ୍ରେନିଂ ନେଇଥିଲେ । ଏହାପରେ ସେମାନଙ୍କୁ ବେଙ୍ଗାଲୁରୁ ସ୍ଥିତ ଏକ ସପିଂ ମଲରେ କାମ କରିବାର କହି ଏହି ସେଣ୍ଟର ବଲାଂଗୀରରୁ ବେଙ୍ଗାଲୁରୁ ପଠାଇଥିଲେ । ହେଲେ ସେଠି ଏମାନଙ୍କୁ ଏକ ଫ୍ୟାକ୍ଟ୍ରିରେ କାମ କରିବାକୁ ବାଧ୍ୟ କରାଯିବା ସହ କମ ଦରମା ସାଙ୍ଗକୁ ନିର୍ଯ୍ୟାତନା ଦିଆ ଯାଉଥିବାର ଏମାନେ ଅଭିଯୋଗ କରିଥିଲେ ।

ଯାହାର ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଥିଲେ । ଏବଂ ରାଜ୍ୟ ଶ୍ରମ ଆୟୁକ୍ତଙ୍କ ଜରିଆରେ ବେଙ୍ଗାଲୁରୁ ପ୍ରଶାସନକୁ ଚିଠି ମାଧ୍ୟମରେ ସୂଚିତ କରାଯିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ତେବେ ଆଜି ସମସ୍ତ ପୀଡିତ ଯୁବତୀ ଟ୍ରେନ ଯୋଗେ ବଲାଂଗୀର ପହଁଚିଛନ୍ତି ଓ ତାଙ୍କୁ ମିଛ ତଥା ବିଭିନ୍ନ ଲୋଭ ଦେଖାଇ ସେଠାକୁ ପଠା ଯାଇଥିବାର ଏମାନେ ଅଭିଯୋଗ ଆଣିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.