ETV Bharat / state

ସ୍ବତନ୍ତ୍ର ଟ୍ରେନ ଯୋଗେ ବଲାଙ୍ଗୀରରେ ପହଞ୍ଚିଲେ 3000 ପ୍ରବାସୀ ଶ୍ରମିକ

ବଲାଙ୍ଗୀର ଶ୍ରମିକମାନଙ୍କର ଘର ବାହୁଡା ଜାରି ରହିଥିବାବେଳେ ରବିବାର ପୁଣି ଦୁଇଟି ସ୍ୱତନ୍ତ୍ର ଟ୍ରେନ ଯୋଗେ 10ଟି ଜିଲ୍ଲାର 3 ହଜାର ଶ୍ରମିକ ବଲାଙ୍ଗୀରରେ ଆସି ପହଞ୍ଚିଛନ୍ତି ।

special train
ସ୍ବତନ୍ତ୍ର ଟ୍ରେନ ଯୋଗେ ଫେରିଲେ 3000 ପ୍ରବାସୀ ଶ୍ରମିକ
author img

By

Published : Jun 14, 2020, 4:31 PM IST

ବଲାଙ୍ଗୀର: ବଲାଙ୍ଗୀରରେ ପହଞ୍ଚିଲେ 3000 ପ୍ରବାସୀ ଶ୍ରମିକ । ଶ୍ରମିକମାନଙ୍କର ଘର ବାହୁଡା ଜାରି ରହିଥିବାବେଳେ ରବିବାର ପୁଣି ଦୁଇଟି ସ୍ୱତନ୍ତ୍ର ଟ୍ରେନ ଯୋଗେ 10ଟି ଜିଲ୍ଲାର 3 ହଜାର ପ୍ରବାସୀ ଶ୍ରମିକ ବଲାଙ୍ଗୀରରେ ଆସି ପହଞ୍ଚିଛନ୍ତି ।

ସ୍ବତନ୍ତ୍ର ଟ୍ରେନ ଯୋଗେ ଫେରିଲେ 3000 ପ୍ରବାସୀ ଶ୍ରମିକ

ଯେଉଁଥିରେ ରବିବାର ପ୍ରଥମ ଟ୍ରେନଟି ତାମିଲନାଡୁ ତିରୁଭୁଲୁରରୁ ଆସିଥିବାବେଳେ ଏଥିରେ 10ଟି ଜିଲ୍ଲାର 1943 ଜଣ ପ୍ରବାସୀ ଶ୍ରମିକ ବଲାଙ୍ଗୀରରେ ଆସି ଓହ୍ଲାଇଛନ୍ତି । ସେହିପରି ଦ୍ଵିତୀୟ ଟ୍ରେନଟି ମଧ୍ୟ ତାମିଲନାଡୁ ତିରୁଭୁଲୁରରୁ ଆସିଥିବାବେଳେ ଏଥିରେ 1010 ଜଣ ପ୍ରବାସୀ ଶ୍ରମିକ ବଲାଙ୍ଗୀରରେ ଓହ୍ଲାଇଛନ୍ତି ।

ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ବସ ଯୋଗେ ସେମାନଙ୍କ ନିଜ ନିଜ ଜିଲ୍ଲାକୁ ପଠାଇ ଦିଆଯାଇଛି । ସେହିପରି ଏହି ଦୁଇ ଟ୍ରେନରେ କେବଳ ବଲାଙ୍ଗୀର ଜିଲ୍ଲାର 2 ହଜାର ଶ୍ରମିକ ଓହ୍ଲାଇଥିବା ବେଳେ ସେମାନଙ୍କୁ ମଧ୍ୟ ବସ ଯୋଗେ ସେମାନଙ୍କ ନିଜ ପଞ୍ଚାୟତକୁ ପଠାଇ ଦିଆଯାଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.