ETV Bharat / state

ବଲାଙ୍ଗୀରର ଆଉ 3 ପଜିଟିଭ ଚିହ୍ନଟ, ଚିନ୍ତା ବଢାଉଛି ଲୋକାଲ କଣ୍ଟାକ୍ଟ

author img

By

Published : Jul 16, 2020, 2:54 PM IST

ବଲାଙ୍ଗୀର ସହରରେ ଏବେ ପୁଣି ଲୋକାଲ କଣ୍ଟାକ୍ଟ ଯୋଗୁଁ ବୃଦ୍ଧି ପାଉଥିବା କୋରୋନା ମାମଲା ଚିନ୍ତା ବଢ଼ାଇଛି। ଯେଉଁଥିରେ ଗୁରୁବାର ପୁଣି 3ଟି କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅଧିକ ପଢନ୍ତୁ...

ବଲାଙ୍ଗୀରର ଆଉ 3 ପଜିଟିଭ ଚିହ୍ନଟ, ଚିନ୍ତା ବଢାଉଛି ଲୋକାଲ କଣ୍ଟାକ୍ଟ
ବଲାଙ୍ଗୀରର ଆଉ 3 ପଜିଟିଭ ଚିହ୍ନଟ, ଚିନ୍ତା ବଢାଉଛି ଲୋକାଲ କଣ୍ଟାକ୍ଟ

ବଲାଙ୍ଗୀର: ଜିଲ୍ଲାରେ କୋରୋନା ସଂକ୍ରମଣ ସଂଖ୍ୟା ବଢି ଚାଲିଛି । ବର୍ତ୍ତମାନ ଏଠି ଲୋକାଲ କଣ୍ଟାକ୍ଟ ସମସ୍ତଙ୍କର ଚିନ୍ତା ବଢାଇଛି। ଯେଉଁଥିରେ ଆଜି(ଗୁରୁବାର) ପାଟଣାଗଡ ସହର ମଧ୍ୟରେ ଥିବା ହୀରାସଗାର ପଡାରୁ ଜଣେ କୋରୋନା ଆକ୍ରାନ୍ତ ଲୋକାଲ କଣ୍ଟାକ୍ଟ ଭାବରେ ଚିହ୍ନଟ ହୋଇଛନ୍ତି।

ସମାନ ଭାବରେ ବଲାଙ୍ଗୀର ସହର ମଧ୍ୟରେ ଥିବା ସୁଡ଼ପଡାରୁ ଜଣେ ଓ ତାଳପାଳି ପଡାରୁ ଜଣେ ଆକ୍ରନ୍ତ ଲୋକାଲ କଣ୍ଟାକ୍ଟ ଭାବରେ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ବଲାଙ୍ଗୀର କିମ୍ସ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସେହିପରି ସମସ୍ତଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ଜାରି ରହିଛି । ତେବେ ଗୋଟିଏ ଦିନରେ 3ଟି ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାରେ ମୋଟ ସଂକ୍ରମଣ ସଂଖ୍ୟା 273ରେ ପହଞ୍ଚିଛି । ସେହିପରି ଏଥି ମଧ୍ୟରୁ 220 ଜଣ ସୁସ୍ଥ ହୋଇଥିବା ବେଳେ, 53 ଟି ପଜିଟିଭ ମାମଲା ସକ୍ରିୟ ଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.