ETV Bharat / state

ବଲାଙ୍ଗୀରରେ ଦିନକରେ 173 କୋରୋନା ମାମଲା

ବଲାଙ୍ଗୀରରେ କୋରୋନା ଆଣାୟତ୍ତ ହୋଉଥିବା ବେଳେ ଦିନକରେ ସର୍ବାଧିକ 173 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂଖ୍ୟା 1184 ରେ ପହଞ୍ଚିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବଲାଙ୍ଗୀରରେ ଦିନକରେ 173 କୋରୋନା ମାମଲା
ବଲାଙ୍ଗୀରରେ ଦିନକରେ 173 କୋରୋନା ମାମଲା
author img

By

Published : Aug 20, 2020, 7:48 PM IST

ବଲାଙ୍ଗୀର: କୋରୋନା ସଙ୍କଟ ଥମିବାର ନାଁ ଧରୁନଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ସ୍ଥିତି ଆଣାୟତ୍ତ ହୋଇଛି । ଦିନକର 173 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ଜଣ କୋରୋନା ଯୋଧ୍ୟା ଓ ଜଣେ ଗଣମାଧ୍ୟମ ପ୍ରତିନିଧି ମଧ୍ୟ କୋରୋନା ଆକ୍ରାନ୍ତ ଥିବାର ଜଣାପଡ଼ିଛି । ଯାହା ଜିଲ୍ଲା ପ୍ରଶାନସର ଚିନ୍ତା ଦୁଇଗୁଣିତ ବଢିଯାଇଛି ।

ବଲାଙ୍ଗୀରରେ ଦିନକରେ 173 କୋରୋନା ମାମଲା

ଏହାଛଡ଼ା ଆଜି ବଲାଙ୍ଗୀର ପୌର ପାଳିକା ଅଞ୍ଚଳରୁ 38 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ବଲାଙ୍ଗୀର ତୁଶରାରୁ ଚାରି ଜଣ, ଗୁଡ଼ଭେଳାରୁ 7 ଜଣ, ପୁଇଁତଲା ବ୍ଲକରୁ 23 ଜଣ, ଲୋଇସିଙ୍ଗାରୁ ପାଞ୍ଚ ଜଣ, ସାଇଁତଲାରୁ 6 ଜଣ, ବଙ୍ଗୋମୁଣ୍ଡାରୁ 13 ଜଣ, ଟିଟିଲାଗଡରୁ 14 ଜଣ, କଣ୍ଟାବାଞ୍ଜିରୁ 19 ଜଣ ଓ ଆଗଲପୁରରୁ 23 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଯାହା ପରେ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1184ରେ ପହଞ୍ଚିଛି । ଏମଧ୍ୟରୁ 657 ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ 526 ଜଣ ଚିକିତ୍ସାଧୀନ ଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.