ETV Bharat / state

ବଲାଙ୍ଗୀରରେ 16 ନୂଆ ଆକ୍ରାନ୍ତ ଚିହ୍ନଟ - ବଲାଙ୍ଗୀରରେ ଆଜି 16 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ

ମଙ୍ଗଳବାର ପୁଣି 16 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ କେବଳ ବଲାଙ୍ଗୀର ସହର ମଧ୍ୟରେ ଥିବା ହତିସାଲ ପଡ଼ାରୁ 13 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

16-new-corona-positive-in-bolangir-today
ବଲାଙ୍ଗୀରରେ ଆଜି 16 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Jun 30, 2020, 5:02 PM IST

ବଲାଙ୍ଗୀର: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବ ବେଳେ ମଙ୍ଗଳବାର ପୁଣି 16 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ କେବଳ ବଲାଙ୍ଗୀର ସହର ମଧ୍ୟରେ ଥିବା ହତିସାଲ ପଡ଼ାରୁ 13 ଜଣ ଚିହ୍ନଟ ହୋଇଛନ୍ତି । ତେବେ କେବଳ ହତିସାଲ ପଡ଼ାରୁ ଚିହ୍ନଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ 15ରେ ପହଞ୍ଚିଛି ।

ବଲାଙ୍ଗୀରରେ 16 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଏହାଛଡା ବଲାଙ୍ଗୀର ଖପ୍ରାଖୋଲ ବ୍ଲକ ସାନ ଗୁର୍ଜି ଭଟା ଗ୍ରାମରୁ ଜଣେ, ବଲାଙ୍ଗୀର ହରଡ଼ା ଟାଲରୁ ଜଣେ ଓ ସଇଁତଲା ବ୍ଲକ କେରମେଲି ଗ୍ରାମରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ 16 ଜଣ କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ କେବଳ ମହିଳା 10 ଆକ୍ରାନ୍ତ ଥିବା ଜଣାପଡ଼ିଛି । ସେପଟେ ଏହାକୁ ମିଶାଇ ବଲାଙ୍ଗୀର ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 183ରେ ପହଞ୍ଚିଥିବା ବେଳେ ଏଧ୍ୟରୁ 150 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଏବେ 33 ଜଣ ଆକ୍ରାନ୍ତ ବଲାଙ୍ଗୀର କିମ୍ସ କୋଭିଡ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.