ETV Bharat / state

ସଡକ ଦୁର୍ଘଟଣାରେ ଜଣେ ମୃତ, ତଦନ୍ତ ଜାରି

author img

By

Published : Jan 8, 2021, 9:52 PM IST

ସଡକ ଦୁର୍ଘଟଣାରେ ଗଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଜୀବନ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି । ଅଧିକ ପଢନ୍ତୁ...

1 Killed in Accident in Bolangir
ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ, ତଦନ୍ତ ଜାରି

ବଲାଙ୍ଗୀର: ସଡକ ଦୁର୍ଘଟଣାରେ ଗଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଜୀବନ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକ ଜଣକ ହେଉଛନ୍ତି ବଲାଙ୍ଗୀରର ଧବେଳେଶ୍ବର ଦଳପତି । ସେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ସାମାଜିକ ସୁରକ୍ଷା ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ।

ସୂଚନା ଅନୁସାରେ, (ଶୁକ୍ରବାର) ଆଜି ଅଫିସ କାମ ସାରି ତାଙ୍କ ବାଇକରେ ଘରକୁ ଫେରୁଥିବା ବେଳେ ଧୁବଲପଡ଼ା ଗାଁ ନିକଟରେ ଅଘଟଣ ଘଟିଥିଲା । ତାଙ୍କ ବାଇକଟି ଭାରସାମ୍ୟ ହରାଇ ଏକ କାନ୍ଥରେ ପିଟି ହୋଇଥିଲା। ଫଳରେ ସେ ଗୁରୁତର ହୋଇପଡ଼ି ଥଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତର ଖାନାକୁ ଆଣିଥିଲେ। କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

ବଲାଙ୍ଗୀରରୁ ଶେଖ ଓ୍ବାହିଦ ଅହମ୍ମଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.